ମଣିପୁରରେ ସହିଦ ହେଲେ ଓଡ଼ିଆ ଯବାନ, ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ
ବରଗଡ: ମଣିପୁରରେ ଓଡ଼ିଆ ଯବାନ ସହିଦ । ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଗାଡ଼ି ଦୁର୍ଘଟଣାରେ ବରଗଡର ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲ ସହିଦ ହୋଇଥିବା ସୂଚନା ମିଳିଛି । ନୀଳାଞ୍ଚଳ ୨୦୦୪ ମସିହାରୁ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ। ଏହି ଖବର ମିଳିବା ପରେ ଗାଁରେ ଶୋକାକୂଳ…