ମତ୍ସ୍ୟସେବା ନିଯୁ୍କ୍ତି ନିୟମରେ ସଂଶୋଧନ: ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ ୫୦ ପ୍ରତିଶତ ପଦବୀ ରହିବ…
ଭୁବନେଶ୍ୱର: ମତ୍ସ୍ୟ ବିଭାଗରେ ୫୦ ପ୍ରତିଶତ ପଦବୀ ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ ସଂରକ୍ଷିତ ରହିବ । ସେହିପରି ୨୫ ପ୍ରତିଶତ ପଦବୀ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା (ମତ୍ସ୍ୟ) ପାଇଥିବା ଛାତ୍ରଙ୍କ ପାଇଁ ସଂରକ୍ଷିତ ରହିବ । ବଳକା ୨୫ ପ୍ରତିଶତ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ…