ବିକ୍ରିହେବ ବଡ଼ ଓଡ଼ିଆ ମଠ ! ମଠ ମହନ୍ତଙ୍କ କଡା ବିରୋଧ, ଦେଲେ ଆତ୍ମହତ୍ୟା ଧମକ
ପୁରୀ: ନିଶ୍ଚିହ୍ନ ହୋଇଯିବ ୫ ଶହ ବର୍ଷର ମଠ ସଂସ୍କୃତି ! ଅତିବଡୀଙ୍କ ସାଧନା ପୀଠ ବିକ୍ରି ନେଇ ଚାଲିଛି ବଡ ଷଡ଼ଯନ୍ତ୍ର। ଶାଗମାଛ ଦରରେ ମଠକୁ ଅନ୍ୟ ହାତରେ ଟେକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କରୁଛି ହୀନଉଦ୍ୟମ । ବଡ଼ ଓଡ଼ିଆ ମଠର ବିକ୍ରି ପାଇଁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ ।…