Latest Odisha News

ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପାଇଁ ଗାଇଡଲାଇନ, ବିନା ପ୍ରମାଣ ପତ୍ରରେ ଦେଇପାରିବେନି ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ପାଇଁ ଆସିଛି ନିର୍ଦ୍ଦେଶନାମା। ଏଣିକି ସୋସିଆଲ ମିଡିଆରେ ବିନା ପ୍ରମାଣ ପତ୍ରରେ ଦେଇପାରିବେନି କୌଣସି ପ୍ରକାର ପରାମର୍ଶ। ଏହି ଇନ୍‌ଫ୍ଲୁଏନ୍‌ସର ସେଲିବ୍ରିଟି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୁସ୍ଥ ରହିବା ପାଇଁ…

ଦୀପ ଜଳାଇବା ସମୟରେ କରନ୍ତୁନି ଏହି ଭୁଲ; ନଚେତ ହୋଇଯିବେ କାଙ୍ଗାଳ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଭଗବାନ ଓ ଦେବୀଙ୍କ ଉପାସନା ପାଇଁ ଦୀପ ପ୍ରଜ୍ୱଳିତ ହୋଇଛି। ବିଶ୍ୱାସ କରାଯାଏ ଯେ ଦୀପ ଜାଳିବା ବିନା ଈଶ୍ବରଙ୍କ ଉପାସନା ସଂପୂର୍ଣ୍ଣ ବିବେଚନା କରାଯାଏ ନାହିଁ। ଅନ୍ୟପକ୍ଷରେ, ଯଦି ଦୀପ ଜାଳିବା ସମୟରେ କିଛି ଜିନିଷର ଯତ୍ନ ନିଆଯାଏ ନାହିଁ, ତେବେ ସୁଖ ଏବଂ ଶାନ୍ତି…

‘ସ୍ବାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ‘ସ୍ବାଧୀନତା ସଂଗ୍ରମାକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି । ଦୁଇଦିନ ଧରି ଚାଲିବାକୁଥିବା ଏହି…

ଆପଣ ଚା’ ଲଭର କି? ତେବେ ଚିନି ବଦଳରେ ପିଅନ୍ତୁ ଗୁଡ଼ ଚା, ସ୍ଵାସ୍ଥ୍ୟ ପାଇଁ ବେଶ ଉପକାରୀ

ଭୁବନେଶ୍ଵର: ପ୍ରାୟତଃ ଆମ ମାନଙ୍କର ଦିନର ଆରମ୍ଭ ଏକ କପ୍‌ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ର ସୌକିନ ଥାନ୍ତି । ଘରକୁ କେହି ଅତିଥି ଆସିଲେ ପ୍ରଥମେ କପେ ଚାହାରେ ହିଁ ତାଙ୍କ ସ୍ୱାଗତ କରାଯାଇ ଥାଏ । ଏହାବାଦ ଅଫିସରେ କାମ କରୁଥିବା ବେଳେ, ଅଧିକ ଥଣ୍ଡା ପଡ଼ିଥିଲେ, ବା…

ବିହନ ପ୍ରଣାଳୀର ପାରମ୍ପାରିକ ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ

ଭୁବନେଶ୍ୱର: ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ…

୫ ହଜାର ବର୍ଷ ପୁରୁଣା ଲିପଷ୍ଟିକର ଇତିହାସ: ପୁରୁଷମାନେ ବି କରୁଥିଲେ ବ୍ୟବହାର

ଭୁବନେଶ୍ୱର: ନାରୀ ମାନଙ୍କ ସୌନ୍ଦର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ମଧ୍ୟରୁ ଲିପଷ୍ଟିକ୍ ଅନ୍ୟତମ  । ଆଜିର ଆଧୁନିକ ଯୁଗରେ ଲିପଷ୍ଟିକର ବ୍ୟବହାର ବହୁଳ ଭାବରେ ବଢିଯାଇଛି  । ନରୀମାନେ ନିଜକୁ ଆକର୍ଷଣୀୟ କରିବା ଲାଗି ଲିପଷ୍ଟିକ୍ ଲଗାଇବାକୁ ଭୁଲୁନାହାନ୍ତି  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହି…

ଦେଶର ନିଆରା ରେଳ ଷ୍ଟେସନ: ବିନା ପାର୍ସପୋର୍ଟ ଓ ଭିସାରେ ନୋ ଏଣ୍ଟ୍ରି, ଧରାପଡିଲେ ଜେଲ ଦଣ୍ଡ

ମୁମ୍ବାଇ: ଯେତେବେଳେ ଆମେ ବିଦେଶ ଯାଉ , ସବୁବେଳେ ଭିସା ଓ ପାର୍ସପୋର୍ଟର ଆବଶ୍ୟକତା ପଡିଥାଏ  । ଦେଶରେ ଭ୍ରମଣ କରିବା ସମୟରେ ସେଗୁଡିକର ଆବଶ୍ୟକତା ନଥାଏ  । ଆପଣମାନେ ହୁଏତ ଜାଣିନଥିବେ ଭାରତରେ ଏପରି ଏକ ରେଳଷ୍ଟେସନ ରହିଛି , ଯେଉଁଠାରେ ଟ୍ରେନ ଯାତ୍ରା କରିବାକୁ ଭିସା ଏବଂ ପାର୍ସପୋର୍ଟର…

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ପୋଲିସକର୍ମୀ ମୃତ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ପୋଲିସକର୍ମୀଙ୍କ ଗାଡି ତିସା ବୈରାଗଡ ମାର୍ଗରେ ଥିବା ତରବାଇ ପୋଲ ନିକଟ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି…

ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ: କ୍ୟାବିନେଟ ବୈଠକରେ ମିଳଲା ୧୯ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟରେ ଆଜି  ୧୯ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏହି ପ୍ରସ୍ତାବରେ ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‌ ଅନ୍‌ ସ୍କିଲ୍‌ ପାଠ୍ୟକ୍ରମ ବ୍ୟବସ୍ଥା , ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କ…

ନୂଆ ଆଇନ: ଗଣଦୁଷ୍କର୍ମ ଅପରାଧୀଙ୍କୁ ମିଳିବ ୨୦ ବର୍ଷ ବା ଆଜୀବନ ସଜା

ନୂଆଦିଲ୍ଲୀ:ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା  । ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା ପାଇଁ ଲୋକସଭାରେ ଆସିଲା ନୂଆ ବିଲ ।  ଶୁକ୍ରବାର ସଂସଦରେ ଏହି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । କ’ଣ ରହିଛି ଏହି ନୂଆ ବିଲରେ ଆସନ୍ତୁ ଜାଣିବା । ଆଇପିସି…