Latest Odisha News

BREAKING NEWS

ନାବେଟ୍‍ କ୍ୟୁସିଆଇ ରାଙ୍କିଂ-୨୦୨୩, କିଟ୍‍ ପଲିଟେକ୍‍ନିକ ଲଗାତର ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: କ୍ୱାଲିଟି କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସ୍‍ନାଲ୍‍ ଆକ୍ରିଡିଟେସନ୍‍ ବୋର୍ଡ ଫର ଏଜୁକେସନ୍‍ ଆଣ୍ଡ ଟ୍ରେନିଂ (ନାବେଟ୍‍) କ୍ୟୁସିଆଇ ରାଙ୍କିଂ ୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଲଗାତର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାର ପ୍ରଥମ…

ଇଣ୍ଡୋନେସିଆ ମିସ ୟୁନିଭର୍ସ ପ୍ରତିଯୋଗିତା: ଟପଲେସ ହେବାକୁ କହିଥିଲେ ଆୟୋଜକ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଅନୁଷ୍ଠିତ ମିସ ୟୁନିଭର୍ସ ପ୍ରତିଯୋଗିତାକୁ ନେଇ ଏକ ବଡ ବିବାଦ ମୁଣ୍ଡ ଟେକିଛି । ଆୟୋଜକମାନେ ଆବଶ୍ୟକ ନ ଥିବା ସତ୍ୱେ ୬ଜଣ ପ୍ରତିଯୋଗୀଙ୍କୁ ଏକ ବନ୍ଦ ଘରେ ଟପଲେସ ହେବାକୁ କହିଥିଲେ । ଏବେ ସମସ୍ତ ପୀଡିତା ଏକଜୁଟ ହୋଇ ପୋଲିସ ଓ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି…

ଦୁନିଆର ସବୁଠୁ ଦାମୀ ମହୁ; ଯାହାର କିଲୋ ୯ ଲକ୍ଷ ଟଙ୍କା

ତୁର୍କୀ: ମହୁ ଆମ ଶରୀରରେ ଅନେକ ରୋଗରୁ ରକ୍ଷା କରିଥାଏ । ସେଥିପାଇଁ ଶୁଦ୍ଧ ମହୁର ମୂଲ୍ୟ ବହୁତ ଅଧିକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମହୁର ମୂଲ୍ୟ ? ଏହାର ଦାମ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆଉ ଭାବିବେ ଏହା ଏତେ ମହଙ୍ଗା କାହିଁକି ? ଆସନ୍ତୁ ଜାଣିବେ ।…

ମିଳିଲା ୩ ଲକ୍ଷ ବର୍ଷ ତଳର ପ୍ରାଚୀନ ଜୀବାଶ୍ମ, ମାନବର ନୂଆ ପ୍ରଜାତି ନେଇ ବୈଜ୍ଞାନିକମାନେ ଆଶାୟୀ

ବେଜିଂ: ବୈଜ୍ଞାନିକମାନେ ୩ ଲକ୍ଷ ବର୍ଷ ତଳର ଏକ ଛୋଟ ପିଲାର ଜୀବାଶ୍ମ ପାଇଛନ୍ତି । ଏହି ପୁରାତନ ଖପୁରୀ ଏବଂ ଅନ୍ୟ ଅଂଶ ବିଶେଷ ମିଳିବା ପରେ ବୈଜ୍ଞାନିକମାନେ ଉତ୍ସାହିତ ଅଛନ୍ତି । ମାନବର ଏକ ନୂତନ ପ୍ରଜାତିର ଏହା ହୋଇପାରେ ବୋଲି ସେମାନେ ଆଶାୟୀ ଅଛନ୍ତି । ଏହି ଜୀବାଶ୍ମ ନିଏଣ୍ଡରଥଲ,…

‘ଦିଲ୍ଲୀ ବିଲ’, ହାରିକି ବି ଜିତିଲେ ବିରୋଧୀ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ବିରୋଧୀ ବିଫଳ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଆହୁରି ତୀଵ୍ର ହେବାରେ ଲାଗିଛି। ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲକୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ବିଲ ସପକ୍ଷରେ ୧୩୧ ଖଣ୍ଡ ଭୋଟ…

୧୧ରେ ରିଲିଜ୍ ହେବ ‘ଗଦର-୨’: ପ୍ରମୋସନ ପାଇଁ ୱାଘା ସୀମାରେ ପହଞ୍ଚିଲେ ସନ୍ନି ଓ ଅମିଷା

ମୁମ୍ବାଇ: ମୁମ୍ବାଇ: ଆଉ ମାତ୍ର ୨ ଦିନ ପରେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ । ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । ଏହାପୂର୍ବରୁ ସପ୍ତାହେ ହେଲା ଏହାର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି । ଗୁରୁବାର ରାତି ସୁଦ୍ଧା ଆଡ଼ଭାନ୍ସ…

ଚାଉଳ ପରେ ଗହମ ଉପରେ ମହଙ୍ଗା ମାଡ଼; ପଢ଼ନ୍ତୁ କିଲୋ ପିଛା କେତେ ବଢ଼ିଲା ଦର

ନୂଆଦିଲ୍ଲୀ: ଦେଶରେ ଚାଉଳ ଦର ବଢ଼ିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ପ୍ରଭାବ ଗହମ ଉପରେ ପଡିଛି। ଦେଶରେ ୬ ମାସ ମଧ୍ୟରେ ଗହମର ମୂଲ୍ୟ କ୍ରମଶଃ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର…

ବଂଲାଦେଶରେ ଜାଳିଦେଲେ କୋରାନ; ଉତ୍ତେଜନା, ୧୪ ପୋଲିସ ଆହତ

ଢାକା:ଡେନମାର୍କ ଓ ସ୍ୱୀଡେନରେ କୋରାନ ଜଳାଇବା ଘଟଣାର ତାତି ଲିଭି  ନ ଥିବାବେଳେ ମୁସଲିମ ବହୁଳ ବାଂଲାଦେଶରେ କୋରାନ ଜାଳି ଦେଇଛନ୍ତି । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି । ମିଳିଥିବା ସୂଚନା ଅନୁଯାଇ, ୨ ଜଣ ଲୋକ ମିଶି କୋରାନର ଏକାଧିକ ପୁସ୍ତକ ଜାଳି ଦେଇଛନ୍ତି । ଏହାକୁ ବିରୋଧ…

ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହାଁନ୍ତି ଅଭିନେତ୍ରୀ ଶେର୍ଲିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶେର୍ଲିନ ଚୋପ୍ରା ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେମିତି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ…

ଶ୍ରୀକ୍ଷେତ୍ର ବେଳାଭୂମିରୁ ଅଢ଼େଇ ବର୍ଷର ରାଧାକୁ ଅପହରଣ ଅଭିଯୋଗ, ୧୩ ଦିନ ପରେ ବି ମିଳୁନି ପତ୍ତା

ପୁରୀ: ଅଢ଼େଇ ବର୍ଷର ରାଧା । ହସଖୁସିରେ ବାପାମାଆଙ୍କ ପଇଡ଼ ଠେଲା ପାଖରେ ଖେଳୁଥିଲା । ସବୁଦିନ ଭଳି ଝିଅକୁ ପାଖରେ ବସାଇ ପଇଡ଼ ବିକ୍ରିରେ ବ୍ୟସ୍ତ ଥିଲେ ବାପା ସଞ୍ଜୟ ଓ ମାଆ ସସ୍ମିତା । ଗ୍ରାହକଙ୍କୁ ଭଲ ପାଣି ଥିବା ପଇଡ଼ ଖୋଜି ଦେଉଥିଲେ ସଞ୍ଜୟ । ଆଉ ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ…