Latest Odisha News

BREAKING NEWS

ଡେଙ୍ଗୁ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ପତ୍ର, ଜାଣନ୍ତୁ ଏହାର ଔଷଧୀୟ ଗୁଣ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅମୃତ ଭଣ୍ଡା ବହୁତ ଉପକାରୀ । କିନ୍ତୁ ସେହି ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଅନେକ ଉପକାର ଦେଇଥାଏ । ତାହା ଖୁବ କମ୍ ଲୋକେ ଜାଣନ୍ତି। ବିଶେଷ କରି ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରର ଜୁସ୍‌ ପିଇବାକୁ ଅଭିଜ୍ଞବ୍ୟକ୍ତି ମାନେ ପରାମର୍ଶ ଦେଇଥାନ୍ତି। କାରଣ ଅମୃତଭଣ୍ଡା…

ଆତ୍ମହତ୍ୟାର ହବ୍ ପାଲଟିଛି ‘କୋଟା’! ପୁଣି ଜଣେ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା

ରାଜସ୍ଥାନ: କୋଟା କହିଲେ ପ୍ରତିଯୋଗିତାର ଏକ ସହର ବୋଲି ସମସ୍ତେ ବୁଝିଥାନ୍ତି । ହେଲେ ଏବେ ଏହା ଆତ୍ମହତ୍ୟାର କେନ୍ଦ୍ର ପାଲଟିଥିବା ଦେଖାଯାଉଛି । କାରଣ ଜାନୁୟାରୀରୁ ଅଗଷ୍ଟ ମାସ ଭିତରେ ୧୯ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଖବର ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ଏହାରି ଭିତରେ ସାମ୍ନାକୁ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ହୋଇପାରେ ବନକଲାଗି ନୀତି ସଂପର୍କିତ ଚୂଡାନ୍ତ ନିଷ୍ପତ୍ତି

ପୁରୀ : ଆଜି ବସିବ  ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଘୋଷଯାତ୍ରା ପରେ ଏହା ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ । ଏହା ପୂର୍ବରୁ ଅର୍ଥାତ ଗତ ଜୁଲାଇ ୨୭…

ବଢୁଛି ହୀରାକୁଦ ଜଳସ୍ତର; ସବୁଠି ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ଲଗାଣ ବର୍ଷା ପରେ ଏବେ ସବୁଠି ବନ୍ୟା ପରିସ୍ଥିତି । ମହାନଦୀ, ବୈତରଣୀ ଫୁଲୁଛି । ଶାଖା ନଦୀ ଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପଟେ  ହୀରାକୁଦରେ ଜଳସ୍ତର ବି ବଢୁଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୧୫.୫୨ ଫୁଟ ରହିଛି । ହୀରାକୁଦକୁ ୪, ୭୭, ୨୯୦…

ତୃତୀୟ ଥର ପାଇଁ କୋର୍ଟରେ ହାଜର ହେଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ମୁଁ ଦୋଷୀ ନୁହେଁ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିରୋଧରେ ୨୦୨୦ ନିର୍ବାଚନରେ ​​ପରାଜୟକୁ ଲୁଚାଇବା ପାଇଁ ଷଡଯନ୍ତ୍ର ମାମଲାର ଶୁଣାଣି ୱାଶିଂଟନ୍ ଡିସି କୋର୍ଟରେ ହୋଇଛି। ଶୁଣାଣି ସମୟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ଟ୍ରମ୍ପ। ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ ଏହା ଏକ…

ମନମୋହନ ସାମଲଙ୍କ ନୂଆ ଟିମ: ଦେଖନ୍ତୁ, କାହାକୁ ମିଳିଲା କେଉଁ ପଦ

ଭୁବନେଶ୍ୱର:ରାଜ୍ୟ ବିଜେପିର ନୂଆ ଟିମ । ନିଜ ଟିମରେ କାହାକୁ ସାମିଲ କଲେ ରାଜ୍ୟ ସଭାପତି ମନମୋନହ ସାମଲ ? କାହାକୁ ଦେଲେ କେଉଁ ପଦବୀ ? ପ୍ରକାଶ ପାଇଲା ତାଲିକା । ୨୦୨୪ ନିର୍ବାନକୁ ଦୃଷ୍ଟିରେ ରଖି ଟିମ ପ୍ରସ୍ତୁତ କରିଛନ୍ତି ମନମୋହନ ସାମଲ । ଜାରି ହେଲା ବିଜେପି ରାଜ୍ୟ ପଦାଧିକାରୀଙ୍କ…

ଜ୍ଞାନବ୍ୟାପୀ ମସଜିଦ ମାମଲା: ହାଇକୋର୍ଟଙ୍କ ରାୟ ପରେ ଆରମ୍ଭ ହେଲା ASI ସର୍ଭେ

ନୂଆଦିଲ୍ଲୀ: ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ ଟିମ୍‌ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଛି। ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରାଯାଉଛି । ଅନ୍ୟପଟେ…

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ଖସିଲା ପଥର, ୧୦ ଲୋକ ଚାପି ହୋଇଥିବା ଆଶଙ୍କା

ଡେରାଡୁନ: ଗତକାଲି ବିଳମ୍ବିତ ରାତିରୁ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଗୌରୀକୁଣ୍ଡରେ ପ୍ରବଳ ବର୍ଷା ହେଉଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନରେ ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଫଳରେ ୧୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗୌରୀକୁଣ୍ଡରେ ପାହାଡରୁ ବଡ଼ ପଥର ଖସିପଡିଛି।…

ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡ଼ିହା ଗାଁ ନିକଟରେ ଅଭାବନୀୟ ଘଟଣା । ଦୁର୍ଘଟଣାରେ ଗୋଟିଏ ଟ୍ରକ ଜଳିବା ସହ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରର ମୃତ ଶରୀରକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ…

ମେକ୍ସିକୋରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା; ୧୭ ମୃତ, ୨୨ ଆହତ

ମେକ୍ସିକୋ: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ପଶ୍ଚିମ ମେକ୍ସିକୋର ରାଜପଥ ନିକଟରେ ଏକ ଯାତ୍ରୀବାହୀ ବସ ଖାଲରେ ପଡ଼ିଯାଇଛି। ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ୨୨ ଜଣ ଆହତ ହୋଇଛନ୍ତି। କୁହାଯାଉଛି ବସ୍‌ରେ ୬ ଭାରତୀୟଙ୍କ ସମେତ ୪୦ ଜଣ…