Latest Odisha News

BREAKING NEWS

ଆର୍ଟ ଅଫ୍ ଲିଭିଙ୍ଗ୍ ଇଣ୍ଡିଆ ମେଡିଟେଟ୍ସ ଅଭିଯାନ ଆରମ୍ଭ, ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ସମର୍ଥନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସହଯୋଗରେ ଆର୍ଟ ଅଫ୍ ଲିଭିଙ୍ଗର 'ଇଣ୍ଡିଆ ମେଡିଟେଟ୍ସ' ଅଭିଯାନ ଆରମ୍ଭ ହୋଇଛି। ଦିନକୁ ଦିନ ଏହି ଅଭିଯାନର କ୍ରେଜ୍ ବଢିଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩.୫ ଲକ୍ଷରୁ ଅଧିକ ଭାରତୀୟ ଏଥିରେ ଯୋଗଦେବା ପାଇଁ ଅନଲାଇନରେ ପଞ୍ଜୀକୃତ କରିଛନ୍ତି। ଏହି ଅଭିଯାନକୁ ଭାରତ…

ବଢିଲା ବନକଲାଗି ବିବାଦ: ସମନ୍ଵୟ ଅଭାବରୁ ହୋଇପାରୁନି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର

ପୁରୀ:ଶ୍ରୀମନ୍ଦିରରେ କେଉଁଦିନ ହେବ ଠାକୁରଙ୍କ ବନକଲାଗି ? ବୁଧବାର ନା ଗୁରୁବାର ? ଏହାକୁ ନେଇ ବଢି ଚାଲିଛି ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଆଜି ବନକଲାଗି ନୀତି କରିବା ପାଇଁ କହିଥିବା ବେଳେ ସେବାୟତ ଆସନ୍ତାକାଲି ଅର୍ଥାତ ଗୁରୁବାର କରିବା ପାଇଁ ଅଡି ବସିଛନ୍ତି ।   ପ୍ରଶାସନ ଏବଂ ସେବାୟତଙ୍କ…

ପୁରସ୍କାର ଫେରସ୍ତ ଉପରେ ଲାଗିବ ଲଗାମ, ସଂସଦୀୟ କମିଟି ଦେଲା ସୁପାରିସ

ନୂଆଦିଲ୍ଲୀ: ଦେଶରେ କଛି ବର୍ଷ ହେବ ପୁରସ୍କାର ଫେରସ୍ତ କରିବା ଘଟଣା ଜାରି ରହିଛି। ଅନେକ ସମ୍ମାନିତ ବ୍ୟକ୍ତିମାନେ ପୁରସ୍କାର ଫେରସ୍ତ କରି ସମ୍ବେଦନଶୀଳତା ସୃଷ୍ଟି କରିଛନ୍ତି। ଏପରିକି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କୃତ ହୋଇଥିବା ବିଜେତାମାନେ କୌଣସି କାରଣକୁ ନେଇ…

ସ୍ୱେରେଜ ଓ ପାଇଖାନା ଟାଙ୍କି ସଫା କରିବା ବେଳେ ୫ ବର୍ଷରେ ଯାଇଛି ୩୩୯ ଜୀବନ: ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଗତ ୫ ବର୍ଷ ମଧ୍ୟରେ ସ୍ୱେରେଜ୍ ଓ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ୩୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି ଯେ, ୨୦୨୩ରେ…

ଲାଞ୍ଚ ନେଉଥିଲା ପୋଲିସ, ମାଡି ବସିଲା ଭିଜିଲାନ୍ସ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ  ।  ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ  ତାଙ୍କୁ ବୌଦ୍ଧ…

ସବୁଦିନ ପାଇଁ ବନ୍ଦ ହୋଇଯିବ ଟୁଇଟର, ଏବେ ସବୁକିଛି ହେବ ‘X’

ନୂଆଦିଲ୍ଲୀ:ଏଲନ ମସ୍କ ଟୁଇଟରକୁ କିଣିବା ପରେ ଏହାର ପ୍ଲାଟଫର୍ମରେ ପରିବର୍ତ୍ତନର ବନ୍ୟା ଆସିଛି । ପ୍ରତିଦିନ ଟୁଇଟରରେ ନୂଆ ରୂପ ଦେଖିବାକୁ ମିଳୁଛି । କେତେବେଳେ ଏହାର ସର୍ଭିସ  ବଦଳାଇ  ଦିଆ ଯାଇଛି ତ କେତେବେଳେ ଲୋଗୋକୁ ବଦଳାଇ ଦିଆଯାଇଛି । ଏବେ ଟୁଇଟରର ନାମ ବଦଳିବାକୁ ଯାଉଛି । ଟୁଇଟରର…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି । ତେବେ ଏହା ଉପରେ ଆଲୋଚନା କରାଯାଇ ସମୟ ସ୍ଥିର…

ଯୁବରାଜ ସିଂଙ୍କ ମାଆଙ୍କୁ ଧମକ: ୪୦ ଲକ୍ଷ ନଦେଲେ ମିଥ୍ୟା ମାମଲାରେ ଫସେଇ ଦେବି କହିଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ମାଆଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ମିଳିଛି ଧମକ। ଏହି ଘଟଣା ପରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ଯୁବରାଜ ସିଂଙ୍କ ପରିବାର ଲୋକେ। ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା…

ୱେଷ୍ଟଇଣ୍ଡିଜର ବିମାନ ସେବା ନେଇ ଅସନ୍ତୋଷ ବ୍ୟକ୍ତ କଲେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିବା ପରେ ଏବେ ଦିନିକିଆ ସିରିଜ ଉପରେ ନଜର ରହିଛି । ତେବେ ୱେଷ୍ଟଇଣ୍ଡିଜରେ ବିମାନ ସେବା ନେଇ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତ୍ରିନିଦାଦରୁ ବାରବାଡୋସ ଯିବା…

ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ହାଇକୋର୍ଟଙ୍କ ରାୟ

କଟକ: ଓଡ଼ିଶା ହାଇକୋର୍ଟ ଆଜି ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଏପଟେ ହାଇକୋର୍ଟର ସଫଳତାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ ।  ଓଡ଼ିଆ ଭାଷାରେ ପ୍ରକାଶ ପାଇଛି ହାଇକୋର୍ଟଙ୍କ ପ୍ରଥମ ରାୟ । ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଆ ଭାଷାରେ…