ସରକାରୀ ଚାକିରି ଏଠି ବିକ୍ରି ହେଉଛି: ପ୍ରଶ୍ନପତ୍ର ଲିକ୍ ନେଇ ବର୍ଷିଲା ବିଜେପି
ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ନିଯୁକ୍ତି ବିକ୍ରି ହେଉଛି । ସରକାରୀ ଚାକିରିରେ ଦୁର୍ନୀତି ହେଉଛି । ଟଙ୍କା ନେଇ ଚାକିରି ଦିଆଯାଉଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ୧୬ ତାରିଖ କରିଥିବା ଏକ ପରୀକ୍ଷାକୁ ଗତକାଲି ବାତିଲ କରିଛି । କାରଣ ଏହି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା…