Latest Odisha News

BREAKING NEWS

ସମ୍ବଲପୁରୀ ହସ୍ତତନ୍ତକୁ ଜିଆଇ ମାନ୍ୟତା ଦେବାକୁ ପ୍ରସ୍ତୁତି ଆରମ୍ଭ କଲା କେନ୍ଦ୍ର

ସମ୍ବଲପୁର: କେନ୍ଦ୍ର ସରକାର ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ ଉତ୍ପାଦକୁ ଜିଆଇ ଟ୍ୟାଗ୍ ଦେବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶନିବାର ସମ୍ବଲପୁରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରଣାଳୟର ବୟନଶିଳ୍ପ କମିଶନର ରୋପ ରାଶି ଏହି…

ବୟସ୍କଙ୍କ ପାଇଁ ଏୟାରବ୍ୟାଗ: ଦେବ ତାଙ୍କୁ ସୁରକ୍ଷା , ତଳେ ପଡ଼ିଲେ ଭାଙ୍ଗିବ ନାହିଁ ହାଡ଼

ଚୀନ: ସାଧାରଣତଃ ବୟସ ବଢିଲେ ମଣିଷର ହାଡ ଦୁର୍ବଳ ହୋଇଯାଏ । ମଣିଷ ନିଜ ଉପରେ ନିୟନ୍ତ୍ରଣ ହରାଇଥାଏ । ଯଦି ବାର୍ଦ୍ଧକ୍ୟ ଅବସ୍ଥାରେ କେହି ଅସାବଧାନତା ଯୋଗୁ ତଳେ ପଡ଼ିଯାଆନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କର ହାଡ଼ ଭାଙ୍ଗି ଯାଇଥାଏ । ଆଉ ବୃଦ୍ଧାବସ୍ଥାରେ ଏହି ଭଙ୍ଗା ହାଡ଼କୁ ଯୋଡ଼ିବା ପ୍ରାୟତଃ ସମ୍ଭବ…

ପଲକ-ଇବ୍ରାହିମଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା: ଧରା ପକାଇଦେଲା ଜ୍ୟାକେଟ୍‌

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ୍ ଏବେ ଖୁବ୍ ଚର୍ଚ୍ଚାରେ । ସେ ଅଭିନେତା ସୈଫ ଅଲ୍ଲି ଖାଁଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାଁଙ୍କୁ ଡ଼େଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳୁଛି । ଏନେଇ ପଚାରିଲେ ଦୁହେଁ ବନ୍ଧୁ ବୋଲି…

ଏମର୍ଜିଂ ଏସିଆ କପ କ୍ରିକେଟ: କ୍ରମାଗତ ଦ୍ୱିତୀୟ ଥର ଚାମ୍ପିୟନ ହେଲା ପାକିସ୍ତାନ

କଲମ୍ବୋ: ଏଠାରେ ରବିବାର ଖେଳାଯାଇଥିବା ଏମର୍ଜିଂ ଏସିଆ କପ ଫାଇନାଲରେ ପାକିସ୍ତାନ ୧୨୮ ରନରେ ଭାରତକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୮ ୱିକେଟ ହରାଇ ୩୫୨ ରନର ବିଶାଳ ସ୍କୋର କରିଥିଲା । ତୈୟାବ ତାହିର ୭୧ ବଲରେ ବିସ୍ଫୋରକ…

ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ବେଳେ ‘ଭଗବତ ଗୀତା’ର ବ୍ୟବହାର, ତେଜୁଛି ବିବାଦ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଗତ ସପ୍ତାହ ଶେଷରେ ରିଲିଜ୍ ହୋଇଥିବା ଅନ୍ୟତମ ହିଲିଉଡ ଫିଲ୍ମ 'ଓପେନହାଇମର' (Oppenheimer)କୁ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରିଷ୍ଟୋଫର ନୋଲାନଙ୍କ ଏହି ନୂଆ ଫିଲ୍ମଟି ରବର୍ଟ ଓପନହାଇମରଙ୍କ ବହୁଚର୍ଚ୍ଚିତ ବାୟୋପିକ୍। ଯିଏକି 'ପରମାଣୁ ବୋମାର ଜନକ'…

ବୈଜ୍ଞାନିକଙ୍କ ଚେତାବନୀ: ପରଗ୍ରହୀ ପଛରେ ପଡି ବିପଦକୁ ଡାକନି

ନୂଆଦିଲ୍ଲୀ: ପରଗ୍ରହୀ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ନେଇ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରିବାରେ ଲାଗିଛି । ଆମେରିକାର ଏକ ଗୁପ୍ତ ଏଜେନ୍ସି ୟୁଏଫଓ ଓ ପରଗ୍ରହୀ ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରୁଛନ୍ତି । ତେବେ ଏହି ରିସର୍ଚ୍ଚ ସେଂଟରର କେତେକ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ,…

ଏମକେସିଜିର ଏମଆରଆଇ ମେସିନ ଖରାପ, ୬ ମାସରେ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଗଣିଲାଣି ୮୦ ଲକ୍ଷ

ବ୍ରହ୍ମପୁର: ନୂଆ ଏମଆରଆଇ ମେସିନ କାମ କରୁନି। ଆଉ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ପାଣି ଭଳି ପଇସା ଦେଇ ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରମୁଖ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏମକେସିଜି। ହସ୍ପିଟାଲର ନିଜସ୍ୱ ଏମ୍ଆଆରଆଇ ମେସିନ୍ ୬ ମାସ ତଳେ ଅଚଳ ହେବା ପରଠାରୁ ଏବେ ସ୍କାନ୍ ପାଇଁ ଘରୋଇ…

ଦାବି ଶୁଣିଲା ଶ୍ରୀମନ୍ଦିର ମନ୍ଦିର ପ୍ରଶାସନ, ସୋମବାରଠୁ ‘ପଶ୍ଚିମ ଦ୍ବାର’ ଖୋଲିବା ନେଇ ଘୋଷଣା

ପୁରୀ: ଦାବି ଶୁଣିଲା ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାକାଲିଠୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଆଉ ଗୋଟିଏ ଦ୍ୱାର ସ୍ଥାନୀୟ ଭକ୍ତଙ୍କ ପ୍ରବେଶ ପାଇଁ ଖୋଲିବାକୁ ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ। ରବିବାର ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭକ୍ତଙ୍କ…

କାଉଡିଆଙ୍କ ପାଦ ଧୋଇଦେଲେ ଧାମନଗର ବିଧାୟକ

ଭଦ୍ରକ: ଶ୍ରାବଣ ମାସର ଦିତୀୟ ସୋମବାର ପାଇଁ ବାବା ଆଖଣ୍ଡଳମଣୀ ପୀଠକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସନ୍ତି ହଜାର ହଜାର ବୋଲବମ ଭକ୍ତ ତଥା କାଉଡିଆ। ରବିବାର ଠାରୁ ରାଜ୍ୟର ବିଭିନ୍ନ ନଦୀରୁ ଜଳ ଉଠେଇ ଆରଡ଼ି ଅଭିମୁଖେ ଯାତ୍ରା କରୁଥିବା ବୋଲବମ୍ ଶିବଭକ୍ତଙ୍କ ପାଇଁ ଧାମନଗରର ଯୁବ ବିଧାୟକ…

ପ୍ରତିଶ୍ରୁତି ପାଳନ କରୁନାହାନ୍ତି ସରକାର, ପୁଣି ଆନ୍ଦୋଳନର ଚେତାବନୀ ଦେଲା ଡ୍ରାଇଭର ସଂଘ

ଭୁବନେଶ୍ୱର: ପ୍ରତିଶ୍ରୁତି ଦେଇ ପୂରଣ ଏପର୍ଯ୍ୟନ୍ତ ପୂରଣ କଲେନି ରାଜ୍ୟ ସରକାର। ଜୁଲାଇ ୩୦ ସୁଦ୍ଧା ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଡ୍ରାଇଭର ସଂଘର ପ୍ରତିନିଧିତ୍ୱ କରୁଥିବା ଏହି ସଂଘ ଗତ ମାର୍ଚ୍ଚ ମାସରେ ଆନ୍ଦୋଳନ କରିବା…