Latest Odisha News

BREAKING NEWS

ଦମ୍ପତ୍ତିଙ୍କ ଅଜବ ସଉକ: କାରରେ ୧୧୬ ଟି ଦେଶ ଭ୍ରମଣ କରି କଲେ ବିଶ୍ୱ ରେକର୍ଡ

ନ୍ୟୁୟର୍କ: ସାଧାରଣତଃ ଲୋକଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କିଏ ପଢିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନାଚିବା ବା ଗାଇବାକୁ ପସନ୍ଦ କରିଥାନ୍ତି । ଆଉ କିଏ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । କିଏ ଫ୍ଲାଇଟ୍‌ରେ ଯିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନିଜ କାରରେ…

ବିଗ ବସ୍ ଓଟିଟି-୨ରୁ ବିଦା ହେବେ ଦୁଇ ପ୍ରତିଯୋଗୀ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ରିଅଲିଟି ଶୋ ହେଉଛି ‘ବିଗ୍‌ବସ୍‌’ । ଏହା ଟିଭି ପରଦାରେ ହେଉ ବା ଓଟିଟିରେ ସବୁଠି ବିଗ୍‌ବସ୍ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଛି । ଏହି ବିବାଦୀୟ ଶୋକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏବେ ‘ବିଗ ବସ୍ ଓଟିଟି-୨’ରୁ ଏହି ସପ୍ତାହରେ ଡ଼ବଲ ଆଉଟ୍ ହେବାକୁ…

ଜେଇ ମେନ୍ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍, ଓସଏସସି ଘୋଷଣା କଲା ନୂଆ ପରୀକ୍ଷା ତାରିଖ

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ପକ୍ଷରୁ ୨୦୨୩ ଜୁଲାଇ ୧୬ରେ ଅନୁଷ୍ଠିତ ଜେଇ ସିଭିଲ୍ ମେନ୍ ଲିଖିତ ପରୀକ୍ଷାକୁ ବାତିଲ୍ କରାଯାଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗର ତଦନ୍ତ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ପୂର୍ବ ଦିନ ପ୍ରଶ୍ନପତ୍ର ଲିକ୍…

ଭଡ଼ା ଘରୁ ଡାକ୍ତରଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ପୋଲିସର ଛାନଭିନ୍

କଟକ: କଟକ ସହରର ଚାଉଳିଆଗଞ୍ଜ ଅଞ୍ଚଳରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ସେ ରହୁଥିବା ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘରୁ ଦୁର୍ଗନ୍ଧ ବାହାରୁଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପୁଲିସ ଟିମ୍ ସଂପୃକ୍ତ ଭଡା ଘରକୁ ଖୋଲିବା ପରେ ଘର ଭିତରୁ…

ପତ୍ନୀଙ୍କ ଫିଲ୍ମରେ ଅଭିନୟ କରିବେ କି ଧୋନୀ !

ମୁମ୍ବାଇ: କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ପତ୍ନୀ ସାକ୍ଷୀଙ୍କ ସହ ଏକ ପ୍ରଡକ୍ସନ କମ୍ପାନୀ ଖୋଲିଛନ୍ତି । ଧୋନୀ ଏଂଟରଟେନମେଂଟସ ନାମକ ଏହି କମ୍ପାନୀ ତାମିଲ ଭାଷାରେ ଲେଟସ ଗେଟ ମ୍ୟାରେଡ ନାମକ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ରମେଶ ଥାମିଲମାନୀ ଏହାର ନିର୍ଦ୍ଦେଶନ ଦେଇଛନ୍ତି…

୪୦ ବର୍ଷ ବୟସରେ ୩ ସନ୍ତାନ: ଆଉ ମାଆ ହେବାକୁ ଚାହୁଁ ନାହାନ୍ତି ଦଲଜିତ୍

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍ କୌର ଗତ ମାର୍ଚ୍ଚରେ ଦ୍ୱିତୀୟ ବିବାହ କରିଥିଲେ । ଲଣ୍ଡନରେ ରହୁଥିବା ବ୍ୟବସାୟୀ ନିଖିଲ ପଟେଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏବେ ସେ ତାଙ୍କ ଜୀବନକୁ ଉପଭୋଗ କରୁଛନ୍ତି । ୪୦ ବର୍ଷ ବୟସରେ ମୋର ୩ଟି ପିଲା ଅଛନ୍ତି । ଆଉ ମାଆ ହେବାକୁ…

ଦୁନିଆର ସବୁଠୁ ବଡ କବରସ୍ଥାନ, ଏଠାରେ ରହିଛି ଲକ୍ଷ ଲକ୍ଷ ସମାଧି

ଇରାକ୍‌: ମଣିଷ ଜନ୍ମ ହୁଏ ଏବଂ ମୃତ୍ୟୁବରଣ କରେ । ଏହି ଦୁଇଟି ଦିଗ ହେଉଛି ଜୀବନର ସତ୍ୟ, ଯାହା କେବେ ବି ପରିବର୍ତ୍ତନ ହୋଇପାରିବ ନାହିଁ । ପରିବାରରେ କାହାର ମୃତ୍ୟୁ ହେଲେ ଘରର ସଦସ୍ୟମାନେ ତାଙ୍କର ଶେଷ ରୀତି ଠିକ୍ ଭାବେ ପାଳନ କରିବାକୁ ଚେଷ୍ଟା କରିଥାନ୍ତି । ଆଉ ଏପରି ସ୍ଥାନରେ କରାଯିବା…

ଅଶୋଭନୀୟ ବ୍ୟବହାର ନେଇ ଦଣ୍ଡିତ ହେଲେ ହରମନପ୍ରୀତ

ଢ଼ାକା: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ଦଣ୍ଡିତ ହୋଇଛନ୍ତି । ନିଷ୍ପତି ନେଇ ଅମ୍ପାୟରଙ୍କ ସହ ସେ ଯୁକ୍ତିତର୍କ କରଥିଲେ । ପରେ ୱିକେଟକୁ ବ୍ୟାଟରେ ଭାଙ୍ଗି ଦେଇଥିଲେ । ଏବେ ତାଙ୍କ…

ହସ୍‌ପିଟାଲରୁ ୯ଦିନ ପରେ ଘରକୁ ଫେରିଲେ ମୌନି

ମୁମ୍ବାଇ: ହସ୍‌ପିଟାଲରୁ ୯ଦିନ ପରେ ଚିକିତ୍ସିତ ହୋଇ ଘରକୁ ଫେରିଲେ ଜଣାଶୁଣା ଅଭିନେତ୍ରୀ ମୌନି ରଏ । ଅସୁସ୍ଥତା କାରଣରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏବେ ସୁସ୍ଥ ଅଛନ୍ତି, ଘରକୁ ଫେରିଛନ୍ତି ବୋଲି ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି । ଏହା ଜାଣିବା ପରେ…

ବିରଳ ଧଳା ରଙ୍ଗର ମୟୂର, ଲୋକେ ଦେଖି ଆଶ୍ଚର୍ଯ୍ୟ

ଭାରତର ଜାତୀୟ ପକ୍ଷୀ ହେଉଛି ମୟୂର । ଏହା ଦେଖିବାକୁ ବହୁତ ସୁନ୍ଦର । ମୟୂରକୁ ଦେଖିଲେ ମନ ଖୁସି ହୋଇଯାଏ । ବିଶେଷକରି ଶ୍ରାବଣ ମାସରେ ମୟୁରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଥାଏ । ଯେତେବେଳେ ବର୍ଷା ଆସେ ସେମାନେ ପୁଚ୍ଛ ମେଲାଇ ନାଚିବା ଆରମ୍ଭ କରନ୍ତି । ଆଉ ଏହି ଦୃଶ୍ୟକୁ ଶବ୍ଦରେ ବର୍ଣ୍ଣନା…