Latest Odisha News

BREAKING NEWS

ପୋଖରୀକୁ ଖସିଗଲା ବସ୍: ୧୭ ଯାତ୍ରୀ ମୃତ, ୩୫ ଆହତ

ଢ଼ାକା: ଦକ୍ଷିଣ-ପଶ୍ଚିମ ବାଙ୍ଗଲାଦେଶର ଝାଲାକାଠି ଛତ୍ରକୋଣ୍ଡା ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା। ପୋଖରୀକୁ ଖସିଗଲା ବସ୍। ଦୁର୍ଘଟଣାରେ ୩ ଶିଶୁ ସମେତ ୧୭ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ଜରି ବସ୍ତା ଭିତରୁ ନବଜାତ ଶିଶୁ ଉଦ୍ଧାର

ମାଲକାନଗିରି: ଶନିବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସହରର ତଳସାହିରେ ଏକ ପରିବାର ଶନିବାର ଅପରାହ୍ନରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ। କାନ୍ଦ ପାଖ ଘରୁ ଆସୁଛି ବୋଲି ଧରିନେଇ ପ୍ରଥମେ ସେମାନେ ଏହାକୁ ଅଣଦେଖା…

ଜଣେ କି ଦୁଇ ଜଣ ନୁହେଁ, ପୂରା ଗାଁର ଅଧିକାଂଶ ଲୋକଙ୍କୁ ଠକି ଦେଇଛନ୍ତି ସାଇବର ଠକ

ବ୍ରହ୍ମପୁର: ଜଣେ କି ଦୁଇ ଜଣ ନୁହେଁ ପୁରା ଗୋଟିଏ ଗାଁକୁ ଠକି ଦେଇଛନ୍ତି ସାଇବର ଠକ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଡରାମପଲ୍ଲୀ ଗ୍ରାମରେ ଏକ ମୋବାଇଲ ଆପ୍ ଜରିଆରେ ଶହ ଶହ ନିଯୁକ୍ତିର ଆଶା ଦେଖାଇ ବେକାର ଯୁବକ ଯୁବତୀ ଓ ଗ୍ରାମବାସୀଙ୍କ ଠାରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି…

ଛାତରେ ବସିଥିବା ବେଳେ ମହିଳାଙ୍କ ଉପରେ ଖସିଲା କଳା ପଥର , ତା’ପରେ କ’ଣ ହେଲା ଜାଣନ୍ତୁ

ଫ୍ରାନ୍ସ: ଜଣେ ମହିଳା ନିଜ ସାଙ୍ଗ ସହିତ ଛାତରେ ବସି କଫି ପିଉଥିଲେ । ଏହି ସମୟରେ ଆକାଶରୁ ହଠାତ୍ ଏକ କଳାପଥର ତାଙ୍କ ଉପରେ ପଡ଼ିଥିଲା । ଫଳରେ ସେ ଆହତ ହେବା ସହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୋଧହୁଏ କେହି ଏହାକୁ ତାଙ୍କ ଉପରକୁ ଫୋପାଡିଛନ୍ତି ଭାବି ସେ ଚାରିପଟକୁ ବୁଲି ଦେଖିଲେ । ହେଲେ କାହାକୁ…

ନିଶା କାରବାର ଉପରେ ଚଢ଼ାଉ କରିବାକୁ ଯାଇ ମାଫିଆଙ୍କଠୁ ମାଡ଼ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ନିଶାଦ୍ରବ୍ୟ ଚାଲାଣ ଅଭିଯୋଗରେ ଚଢାଉ କରିବାକୁ ଯାଇ ମାଡ ଖାଇଛନ୍ତି ଅବକାରୀ ଅଧିକାରୀ। କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଘୋଡାହଡା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଗଞ୍ଜେଇ ଚୋରା ଚାଲାଣକାରୀମାନେ ଆକ୍ରମଣ କରିବାରୁ ଅବକାରୀ ଇନ୍ସପେକ୍ଟର ଓ ଜଣେ କନଷ୍ଟେବଳ ଗୁରୁତର ଆହତ…

ଆଶେସ ସିିରିଜ: ବର୍ଷା ଯୋଗୁ ଚିନ୍ତାରେ ଇଂଲଣ୍ଡ

ମାଂଚେଷ୍ଟର: ଚଳିତ ଆଶେସ କ୍ରିକେଟ ସିରିଜର ୪ର୍ଥ ଟେଷ୍ଟରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ବର୍ଷା ସେମାନଙ୍କୁ ହଇରାଣ କରୁଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୧୭ ରନ କରିଥିବା ବେଳେ ଜ୍ୟାକ କ୍ରାଉଲେଙ୍କ ୧୮୯ ଓ ଜନୀ ବେୟାରଷ୍ଟୋଙ୍କ ଅପରାଜିତ ୯୯ ରନ ବଳରେ ଇଂଲଣ୍ଡ ୫୯୨ ରନ କରିଥିଲା…

ଏମିତି ସ୍କୁଲ: ଯେଉଁଠି ଅଧିକାଂଶ ପିଲା ଯାଆଁଳା

ପଞ୍ଜାବ: ଆପଣ ଅଧିକାଂଶ ଯାଆଁଳା ପିଲା ଦେଖିଥିବେ । ହେଲେ ବହୁ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖିଛନ୍ତି ? ଏମିତି ଏକ ସ୍କୁଲ ଅଛି, ଯେଉଁଠି ଅଧିକାଂଶ ପିଲା ଯାଆଁଳା । ଏତେ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖି ଶିକ୍ଷକ ଓ ଅନ୍ୟ ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ମହିଳା କ୍ରିକେଟ: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ରାଗିଗଲେ ହରମନପ୍ରୀତ

ଢ଼ାକା: ଏଠାରେ ଶନିବାର ଭାରତ ଓ ବାଂଲାଦେଶ ମହିଳା କ୍ରିକେଟ ଟିମ ମଧ୍ୟରେ ତୃତୀୟ ଦିିନିକିଆ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ରୋମାଂଚକ ଢ଼ଙ୍ଗରେ ଟାଇ ହୋଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ ବିନିମୟରେ ୨୨୫ ରନ କରିଥିଲା । ଜବାବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲଆଉଟ…

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ

ଭଦ୍ରକ: ଶନିବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଏଏସ୍ଆଇ। ଏଏସଆଇ ମାନସ କୁମାର ପରିଡା ଜିଲ୍ଲାର ବନ୍ତ ଥାନାରେ ନିୟୋଜିତ ଥିଲେ। ପୂର୍ବରୁ ରୁଜୁ ହୋଇଥିବା ଏକ ଜମିଜମା ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ମା'ଙ୍କୁ ସାହାଯ୍ୟ କରିବା ପାଇଁ ଜଣେ…

ସରକାରଙ୍କୁ ନୀତି ତିଆରିରେ ସହଯୋଗ କରିବ ଲଣ୍ଡନର ଟୋନି ବ୍ଲେୟାର ଇନଷ୍ଚିଚ୍ୟୁଟ ଫର୍ ଗ୍ଲୋବାଲ୍ ଚେଞ୍ଜ

ଭୁବନେଶ୍ୱର: ଓଡ଼ିଶା ସରକାର ଓ ଟୋନି ବ୍ଲେୟାର ଇନଷ୍ଚିଚ୍ୟୁଟ ଫର୍ ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ) ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାର ଅଂଶବିଶେଷ ସ୍ୱରୂପ ଟିବିଆଇ ସରକାରଙ୍କୁ ପରାମର୍ଶମୂଳକ ସହାୟତା ପ୍ରଦାନ କରିବ। ଯାହା ଫଳରେ ସରକାର ନିଜର ସାମଗ୍ରିକ…