Latest Odisha News

BREAKING NEWS

ଷଣ୍ଢ ଲଢେଇ ହେଉନାହିଁ, ହେଲେ ସମ୍ପର୍କୀୟଙ୍କ ସ୍ମୃତିରେ ଲୋକେ ଘରେ ପାଳୁଛନ୍ତି ଷଣ୍ଢ

ରାଜସ୍ଥାନ: ମେକ୍ସିକୋ, ପେରୁ, କଲମ୍ବିଆ, ଭେନେଜୁଏଲା ଏବଂ ଲାଟିନ୍ ଆମେରିକା ଭଳି ଦେଶରେ ଷଣ୍ଢ ଲଢେଇ ହେଉଥିବା ଦେଖିବାକୁ ମିଳେ । କିନ୍ତୁ ରାଜସ୍ଥାନରେ ବି ଷଣ୍ଢ ଲଢେଇ ହେଉଥିଲା । ଏହା ଏବେ ବନ୍ଦ ହୋଇଯାଇଥିଲେ ବି ଏଠାକାର ଲୋକେ ନିଜ ପରିଜନଙ୍କ ସ୍ମୃତିରେ ଷଣ୍ଢ ପାଳୁଥିବା ଦେଖିବାକୁ ମିଳେ ।…

ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ନିୟତି’ : ସମସାମୟିକ ଘଟଣା ଉପରେ ଆଧାରିତ

ଭୁବନେଶ୍ୱର : ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ନିୟତି' । ଏସ୍ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତି ରେ ନିର୍ମିତ ହୋଇଥିବା ଓଡ଼ିଆ ଫିଲ୍ମ ନିୟତି ଶୁକ୍ରବାର ସାରା ଓଡିଶାର କୋଡିଏଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ସାନୁ ମୁଖ୍ୟ…

ହସ୍ପିଟାଲର ଏସି ଚୋରି କରିବାକୁ ଆସି ବିଦ୍ୟୁତ ଆଘାତରେ ଚାଲିଗଲା ଚୋରର ଜୀବନ !

କଟକ : କଟକ ସହରରେ ଥିବା ଶିଶୁ ଭବନ ହସ୍ପିଟାଲରୁ ଏସି ଚୋରି କରିବାକୁ ଯାଇ ଜଣେ ବ୍ୟକ୍ତି ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଶନିବାର ଦିନ ସହରର ଶିଶୁ ଭବନର ଅଧିକାରୀମାନେ କ୍ୟାମ୍ପସରେ ଦୁର୍ଗନ୍ଧ ବାହାରୁଥିବା ଜାଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ସେଠାରେ…

ୱେଷ୍ଟଇଣ୍ଡିଜ ୱିକେଟକିପର ଯୋଶୁଆଙ୍କ ମାଆଙ୍କୁ ଭେଟିଲେ କୋହଲି

ପୋର୍ଟ ଅଫ ସ୍ପେନ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି । କୋହଲି ଏହି ମ୍ୟାଚ ମାଧ୍ୟମରେ ତାଙ୍କର ୫୦୦ତମ ଆନ୍ତର୍ଜାତୀୟ ମୁକାବିଲା ଖେଳି ଶତକ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ୱେଷ୍ଟଇଣ୍ଡିଜର ୱିକେଟକିପର ଯୋଶୁଆ ଡିସଲଭାଙ୍କ…

କମେଡିଆନ ଚାର୍ଲି ଚାପଲିନଙ୍କ ଝିଅଙ୍କ ପରଲୋକ

ନୂଆଦିଲ୍ଲୀ:ବିଶ୍ୱବିଖ୍ୟାତ କମେଡିଆନ ଚାର୍ଲି ଚାପଲିନଙ୍କ ଝିଅ ତଥା ଅଭିନେତ୍ରୀ ଜୋସେଫିନ ଚାପଲିନଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ୟାରିସରେ ରହୁଥିବା ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ଜୋସେଫିନଙ୍କର ମୃତ୍ୟୁ ଜୁଲାଇ ୧୩ ତାରିଖରୁ…

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋକିମ୍-ଚିରଞ୍ଜୀବ ଝଡ଼

ଭୁବନେଶ୍ୱର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନକୁ ନେଇ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଯାହାକୁ ନେଇ ନେତାଙ୍କ ମଧ୍ୟରେ କଥାକଟାକଟି ହୋଇଛି। ଅନେକ ଦଳୀୟ…

ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ ବଦଳି ଏବେ ହେଲା ‘କଲ୍‌କି ୨୮୯୮ ଏଡି’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୁପରଷ୍ଟାର କମଲ ହସନ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ରିଲିଜ୍ ପୂର୍ବରୁ ଏହି…

ଶ୍ରୀମନ୍ଦିରକୁ ଛାଡ଼ିବା ପାଇଁ ଭକ୍ତଙ୍କଠାରୁ ନେଉଥିଲେ ଲାଞ୍ଚ; ଧରାପଡି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ପୁରୀ: ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ  OSAP ର ଭାରତୀୟ ରିଜର୍ଭ ବ୍ୟାଟାଲିୟନ (ଆଇଆରବିଏନ୍) ଜଣେ ସିପାହୀଙ୍କୁ ଶନିବାର ନିଲମ୍ବିତ କରାଯାଇଛି । ସେ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦେବା ଲାଗି ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା…

ଦର ବୃଦ୍ଧି ଯୋଗୁ ରୋଷେଇ ପାଇଁ ବିଦେଶରୁ ଟମାଟୋ ମଗାଇଲେ ମହିଳା

ଦୁବାଇ: ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । ଏଭଳିସ୍ଥିତିରେ ଜଣେ ଭାରତୀୟ ମହିଳା ଟମାଟୋକୁ ନେଇଏପରି କିଛି କରିଛନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାରେ । ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋ ବ୍ୟବହାର କରିଥାନ୍ତି । ଏବେ ଏହାର ଦର ବୃଦ୍ଧି…

୬ ମାସ ପାଇଁ କାମରୁ ବିରତି ନେଲେ ସାମନ୍ଥା

ମୁମ୍ବାଇ: ୬ ମାସ ପାଇଁ କାମରୁ ବିରତି ନେଲେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସମାନ୍ଥା ରୁଥ ପ୍ରଭୁ । ନିଜ ସ୍ୱାସ୍ଥ୍ୟକୁ ନଜରରେ ରଖି ତାଙ୍କର ସବୁ କାମ ଶେଷ କରି ପ୍ରାୟ ୬ ମାସ ସେ କାମରୁ ବିରତି ନେଇଛନ୍ତି । ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ବିଶ୍ରାମ ନେବା ସହ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ…