‘ଇଡି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ବିରୋଧୀ ଖୁସି ହେବା ଅର୍ଥ ଭ୍ରମରେ ଅଛନ୍ତି’
ନୂଆଦିଲ୍ଲୀ: ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ବିରୋଧୀ ଖୁସି ପ୍ରକଟ କରିଥିବା ବେଳେ ଏହାକୁ ନେଇ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହା କହିଛନ୍ତି ଯେ ସେମାନେ ଦ୍ୱନ୍ଦ୍ୱରେ ଥିବାରୁ ଉତ୍ସବ ପାଳନ…