ସିଧା ଲାଠି ଆକୃତିର ଚକାରେ ଗଢୁଛି ସାଇକେଲ
ନ୍ୟୁୟର୍କ: ସେ କାର ହେଉ କିମ୍ବା ବାଇକ୍, ବସ କିମ୍ବା ଟ୍ରକ୍, ଏରୋପ୍ଲେନ ବା ଟ୍ରେନ ପ୍ରତ୍ୟେକ ଯାନର ଚକା ଗୋଲାକାର ହୋଇଥାଏ । ଏହା ଉପରେ ଭାରୀ ଓଜନ ନେଇ ଯାଆସ କରିହୁଏ । କିନ୍ତୁ ଆପଣ କେବେ ଚକ ବିନା ସାଇକେଲ ଦେଖିଛନ୍ତି କି? ଆଜିକାଲି ଇଞ୍ଜିନିୟରମାନେ ଅନନ୍ୟ ଚିନ୍ତାଧାରା ଆଣୁଛନ୍ତି,…