Latest Odisha News

BREAKING NEWS

ନୂଆ ଲୁକ୍‌ରେ ଅକ୍ଷୟ: ୧୧ରେ ରିଲିଜ୍ ହେବ ‘ଓ ମାଇ ଗଡ୍ ୨’ର ଟିଜର

ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଓ ମାଇ ଗଡ୍ ୨’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଜୁଲାଇ ୧୧ ତାରିଖରେ ଏହି ଫିଲ୍ମର ଟିଜର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଅକ୍ଷୟଙ୍କ ନୂଆ ଲୁକ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି…

ବାହୁବଲୀ-୩ର ଟ୍ରେଲର ଲିକ୍ : ମୋଟା ମହିଳାଙ୍କୁ କାନ୍ଧରେ ଉଠାଇଲେ ଯୁବକ

ଆଜିକାଲି ସୋସିଆଲ ମିଡିଆ ଏକ ରୋଜଗାରର ମାଧ୍ୟମ ପାଲଟିଛି । ଆଉ ଯୁବପିଢି ଆକର୍ଷଣୀୟ କଣ୍ଟେଟ ପ୍ରସ୍ତୁତ କରି ଭିଡ଼ିଓ ବନାଉଛନ୍ତି ଏବଂ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ…

ପ୍ରେମ ସଭିଙ୍କ ପାଇଁ, ଘୃଣା କାହା ପାଇଁ ନୁହେଁ-କୋରାନ ପ୍ରଦର୍ଶନୀରେ ଏମିିତି ବାର୍ତ୍ତା ବାଣ୍ଟିଲେ ଅହମଦିୟା ମୁସଲିମ…

ଭୁବନେଶ୍ୱର:  ଅହମଦିୟା ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଭୁବନେଶ୍ୱର ମସଜିଦ ହମଦ ୟୁନିଟ୍ ୪ ଠାରେ ଏକ କୋରାନ ପ୍ରଦର୍ଶନୀର ଆୟୋଜନ କରାଯାଇଛି ।  ଆଧ୍ୟାତ୍ମିକ ଗୁରୁ ହଜରତ ମିର୍ଜା ମସରୁର ଅହମଦଙ୍କ ଆଦେଶ ଅନୁଯାୟୀ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀ ମାଧ୍ୟମରେ ପବିତ୍ର…

‘ଅପାଠୁଆ’ ନେତାଙ୍କ ଦ୍ୱାରା ଶାସିତ ଦେଶ ମନ୍ତବ୍ୟ ଦେଇ ସମାଲୋଚନାର ଶୀକାର ହେଲେ କାଜଲ

ମୁମ୍ବାଇ : ଭାରତ ‘ଅପାଠୁଆ’ ନେତାମାନଙ୍କ ଦ୍ୱାରା ଶାସିତ ହେଉଛି । ତେଣୁ ଭାରତରେ ପରିବର୍ତ୍ତନର ଗତି ମନ୍ଥର । ଏପରି କିଛି ମନ୍ତବ୍ୟ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କାଜଲ । ଏହାକୁ ନେଇ ସେ ସୋସିଆଲ ମିଡ଼ିଆରେ ସମାଲୋଚନାର ଶିକାର ହୋଇଛନ୍ତି । ନିକଟରେ ଏକ ସାକ୍ଷାତ୍‌କାରରେ କାଜଲ କହିଥିଲେ…

ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର

ଭୁବନେଶ୍ୱର: କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର  ରାଜ୍ୟସଭା ନିର୍ବାଚନରେ ଗୁଜରାଟରୁ ନାମାଙ୍କନ ପତ୍ର ଦାଖଲ କରିବେ । ଜୟଶଙ୍କରଙ୍କ ରାଜ୍ୟସଭା କାର୍ଯକାଳ ଅଗଷ୍ଟ ମାସରେ ଶେଷ ହେବ । ତେଣୁ ଏହା ପୂର୍ବରୁ ସେ ରାଜ୍ୟସଭା ନିର୍ବାଚନରେ ସେ ଭାଗ ନେଇ ପାରନ୍ତି ବୋଲି କୁହାଯାଉଛି ।…

ରାଜଧାନୀରେ ନବ ବିବାହିତା ଇଞ୍ଜିନିୟରଙ୍କ ଆତ୍ମହତ୍ୟା; ଭଡ଼ାଘରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀରେ ନବ ବିବାହିତ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ଭଡାଘରୁ ପୋଲିସ ଉଦ୍ଧାର କଲା ମୃତଦେହ । ମୃତ ଯୁବ ଇଞ୍ଜିନିୟରଙ୍କ ନାଁ ପୁଷ୍ପଲତା ସାହୁ । ପୁଷ୍ପଲତା ସାହୁ ହେଉଛନ୍ତି ଜଣେ ସଫ୍ଟୱେର ଇଂଜିନିୟର । ସେ  ଭୁବନେଶ୍ୱର ନୟାପଲ୍ଲୀ ଥାନା ୪୯୫ ପ୍ଲଟରେ ଭଡାଘରେ ରହୁଥିଲେ ।…

ବର ସହ ମାର୍କଣ୍ଡି ସାଜିଲା ସୁଟ-ଟାଇ ପିନ୍ଧିଥିବା ଲାଲ୍‌ମା, ଲୋକେ ନେଲେ ସେଲ୍‌ଫି

ନ୍ୟୁୟର୍କ : ବିବାହରେ ବର ସହିତ ମାର୍କଣ୍ଡି ଯିବାର ପରମ୍ପରା ରହିଛି । ଏହି ପରମ୍ପରା କେବଳ ଭାରତୀୟ ବିବାହରେ ନୁହେଁ, ବିଦେଶରେ ଖ୍ରୀଷ୍ଟିଆନ ବିବାହରେ ମଧ୍ୟ ଏପରି ଦେଖିବାକୁ ମିଳେ । କନ୍ୟା ଘର ପକ୍ଷରୁ ମାର୍କଣ୍ଡିଙ୍କୁ ମଧ୍ୟ ବହୁତ ସମ୍ମାନ ମିଳିଥାଏ । କିନ୍ତୁ ବର ସହିତ ପଶୁ ମାର୍କଣ୍ଡି ହୋଇ…

୧୩ ତାରିଖ ଯାଏ ବର୍ଷା: ଏହି ସବୁ ଜିଲ୍ଲାକୁ ଚେତାବନୀ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର:ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା  ନେଇ ଚେତାବନୀ ଦେଲା ଭାରତୀୟ ପାଣିପାଗ ବିଭାଗ । ରବିବାର ଆଇଏମଡି ପକ୍ଷରୁ କୁହାଯାଇଛି, ସୋମବାର ସକାଳ ସୁଦ୍ଧା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ପ୍ରବଳ ବର୍ଷା…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା: ଗଣତନ୍ତ୍ରର ହତ୍ୟା ହୋଇଛି କହି ଟିଏମସିକୁ ଘେରିଲା ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ ନିର୍ବାଚନ ବେଳେ ବଙ୍ଗଳାରେ ବହୁ ହିଂସା ଦେଖିବାକୁ ମିଳିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ଟିଏମସିକୁ ଘେରିଛନ୍ତି। ଟିଏମସିକୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି…