ଟ୍ବିଟରକୁ ଟକ୍କର ଦେବ ‘ଥ୍ରେଡସ୍’ ଆପ୍ : ‘ମେଟା’ ନାଁ ରେ ମାମଲା କରିବାକୁ ଧମକ ଦେଲା ‘ଟୁଇଟର୍’
ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମୁଖିଆ ହେବା ପରଠୁ ‘ଟ୍ୱିଟର’ର ଅଜବ ନିୟମ ୟୁଜର୍ସଙ୍କୁ ନାକେଦମ କରିସାଲାଣି । କେତେବଳେ ବ୍ଲୁ ଟିକ୍ ପାଇଁ ଟେନସନ ତ କେତେବେଳେ ପୋଷ୍ଟିଂ ଉପରେ ଲଗାଉଛି କଟକଣା । ‘ଟ୍ୱିଟର’ ଆକାଉଣ୍ଟଧାରୀ ନିଜ ଆକାଉଣ୍ଟକୁ ବଜାୟ ରଖିବାକୁ ଦିନକୁ ଦିନ ନୂଆ ସଂଘର୍ଷର ସାମନା କରି…