Latest Odisha News

BREAKING NEWS

ଜମ୍ମୁକାଶ୍ମୀର ବୁଲିବାକୁ ଚାହୁଁଛନ୍ତି ? ଆଇଆରସିଟିସି ଆଣିଲା ଆକର୍ଷଣୀୟ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଭାରତର ଭୂସ୍ୱର୍ଗ ଜମ୍ମୁକାଶ୍ମୀର ଯିବାକୁ ସମସ୍ତଙ୍କ ବେଶ୍ ଆଗ୍ରହ ଥାଏ । ଯଦି ଆପଣ ବି ଯିବାକୁ ଚାହୁଁଛନ୍ତି ଜମ୍ମୁକାଶ୍ମୀର ତାହେଲେ ଏ ଖବର ଆପଣଙ୍କ ପାଇଁ । ଆଇଆରସିଟିସି ପକ୍ଷରୁ ଭୁବନେଶ୍ୱରରୁ ଜମ୍ମୁକାଶ୍ମୀର ଭ୍ରମଣ ପ୍ୟାକେଜ୍ ରହିଛି । ଯେଉଁ ଟୁର୍ ପ୍ୟାକେଜରେ ଆପଣ ୫ ରାତି ଓ…

‘ସାଲାର’ ଟିଜର ଆଉଟ୍, ଦମଦାର ରୋଲ୍ ରେ ନଜର ଆସିଲେ ପ୍ରଭାସ

ମୁମ୍ବାଇ:  ‘ଆଦିପୁରୁଷ’ ଫିଲ୍ମ ବିବାଦ ପରିସରଭୁକ୍ତ ହୋଇଥିଲେ ହେଁ ଏଥିରେ ପ୍ରଭାସଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏହି ସିନେମାରେ ସେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ଏବେ ସମସ୍ତଙ୍କ ନଜର ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ସାଲାର’ ଏବଂ ‘ପ୍ରୋଜେକ୍ଟ କେ’…

ଜାତୀୟ ସଙ୍ଗୀତ ଗାନ ବେଳେ ଠିଆ ନହେବା ଅଭିଯୋଗରେ ୧୪ ଜଣ ଗିରଫ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଜାତୀୟ ସଙ୍ଗୀତକୁ କରାଗଲା ଅସମ୍ମାନ। ଗତମାସ ଅର୍ଥାତ୍ ଜୁନ୍‌ରେ ଶ୍ରୀନଗରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରିବା ବେଳେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଠିଆ ହୋଇନଥିଲେ। ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଥିବା…

ରାଜଧାନୀରୁ ଅପହୃତ ଛାତ୍ରଙ୍କୁ ଧରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଆହତ ଛାତ୍ର

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ  ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଦୁଇ ନିଖୋଜ ଛାତ୍ରଙ୍କୁ ଗତକାଲି ଟିଟିଲାଗଡରୁ ଉଦ୍ଧାର କରିବା ପରେ ପାେଲିସର ଏକ ଟିମ ଉଭୟଙ୍କୁ ଧରି ଫେରୁଥିଲା ।  ହେଲେ ଆଜି  ଫେରିବା ବାଟରେ ଏହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘରକୁ ଫେରିବା ବଦଳରେ ଦୁଇ…

ୟୁକ୍ରେନ-ରୁଷ ଯୁଦ୍ଧ ଶେଷ କରିବା ଦିଗରେ ଭାରତ ସହଯୋଗ କରିପାରେ-ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ:ୟୁକ୍ରେନ-ରୁଷ ଯୁଦ୍ଧ ବନ୍ଦ କରିବା ଦିଗରେ ଭାରତ ସହଯୋଗ କରିବ  । ଏମିତି ସୂଚନା ଦେଇଛନ୍ତି ୟୁକ୍ରେନରେ ଥିବା ଆମେରିକା ରାଷ୍ଟ୍ରଦୂତ ବ୍ରିଜେଟ ଏ ବ୍ରିଙ୍କ । ସେ ବୁଧବାର କହିଛନ୍ତି, ବିଶ୍ୱସ୍ତରରେ ଭାରତ ତାର ସ୍ଥିତି ମଜବୁତ କରିବା ଏବଂ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ସହ…

ବଲିଉଡ୍ ଇଣ୍ଡଷ୍ଟ୍ରିରେ ଖୁବ୍ ଶିଘ୍ର ମା’ ହେବେ ଏହି ଅଭିନେତ୍ରୀ, ଜାଣନ୍ତୁ ସେମାନଙ୍କ ନାଁ…

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଦିପିକା କକ୍କର ମା’ ହେବା ପରେ ଏବେ ଅଭିନେତ୍ରୀ ସାନା ଖାନ ମା’ ହୋଇଛନ୍ତି । ସାନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଏହି ଉଭୟ ଅଭିନେତ୍ରୀ ମାତୃତ୍ୱ ଉପଭୋଗ କରୁଛନ୍ତି | ମାତ୍ର ଆପଣ ଜାଣନ୍ତି କି ଏହି ସମୟରେ ବଲିଉଡ ଏବଂ ଟେଲିଭିଜନର ଅନେକ…

ନାଚି ନାଚି ଚାଲିଗଲା ୪୦୦ ଜୀବନ

ପ୍ୟାରିସ:  ନାଚି ନାଚି ଚାଲିଗଲା ୪୦୦ ଜୀବନ । ଖୁବ ସାଂଘାତିକ ଘଟଣା ନିଶ୍ଚୟ । ମନରେ ପ୍ରଶ୍ନ ଆସୁଥିବ କେଉଁଠି ଏବଂ କେମିତି ଘଟିଲା ଏ ଘଟଣା ? ହେଲେ ଏ ପ୍ରଶ୍ନର ଉତ୍ତର ବି ଆହୁରି ସାଂଘାତିକ । ଅବଶ୍ୟ ଘଟଣାଟି ଆଜି ବା କାଲିର ନୁହେଁ । ତଥାପି ଶତାଧିକ ବର୍ଷ ତଳର ଏହି ଘଟଣାଟି ଆଜି ବି ମନେ…

ଜାତିସଂଘ ମୂଖ୍ୟାଳୟ ସମ୍ମୁଖରେ ଛିଡା ହୋଇ ଭିଡିଓ ଜାରୀ କଲେ ଗୁରପତୱନ୍ତ ସିଂ ପନ୍ନୁ

ନ୍ୟୁୟର୍କ: ଶିଖ ଫର ଜଷ୍ଟିସର କୁଖ୍ୟାତ ନେତା ଗୁରପତୱନ୍ତ ସିଂ ପନ୍ନୁଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ଜୋରସୋରରେ ପ୍ରସାରିତ ହୋଇଥିଲା । ଏହି ଘଟଣାର ସତ୍ୟତା ପୃଷ୍ଟି ହୋଇ ନ ଥିବା ବେଳେ ଗୁରୁବାର ଏହି ଆତଙ୍କବାଦୀଜଣଙ୍କ ଜାତିସଂଘ ମୂଖ୍ୟାଳୟ ସମ୍ମୁଖରେ ଛିଡା ହୋଇଥିବା ଭିଡିଓ ଜାରୀ…

ସିଦ୍ଧି ପରିଶ୍ରା କାଣ୍ଡ: ମୁଖ୍ୟମନ୍ତ୍ରୀ ଶିବରାଜ ପୀଡିତ ଦଶମତଙ୍କ ପାଦ ଧୋଇଲେ, କ୍ଷମା ମାଗିଲେ

ସିଦ୍ଧି: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଆଦିବାସୀ ଦଶମତ ରାୱତଙ୍କ ଉପରେ ବିଜେପି କାର୍ଯ୍ୟକର୍ତା ପରିଶ୍ରା କରିବା ଘଟଣା ସାରା ଦେଶରେ ହଇ ଚଇ ସୃଷ୍ଟି କରିଥିଲା । ଏହାର ଭିଡିଓ ଭାଇରାଲ ହେବା ପରେ ବିରୋଧୀମାନେ ସିଧାସଳଖ ବିଜେପି ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଟାର୍ଗେଟ…

ଜାପାନରେ ଧମାଲ କରିବ ଫିଲ୍ମ ‘ପଠାନ’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ଚଳିତ ବର୍ଷ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଫିଲ୍ମ 'ପଠାନ' ଭଲ ଆୟ କରିଛି। ଚାରି ବର୍ଷ ପରେ ଶାହାରୁଖ ଖାନ ବଡ଼ ସଫଳତା ହାସଲ କରିଛନ୍ତି। ଚଳଚ୍ଚିତ୍ରଟି କେବଳ ରୋଜଗାର ଦିଗରେ ନୁହେଁ ବରଂ ବକ୍ସ ଅଫିସରେ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ଶାହରୁଖ ଖାନଙ୍କ ସର୍ବାଧିକ ଆୟ…