ଘାସ କାଟିବାକୁ ବିଲକୁ ଯାଇଥିବା ବେଳେ ନାଳରୁ ନବଜାତ ଶିଶୁ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଏକ ଗାଁ ନିକଟରୁ ଗୁରୁବାର ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟସ୍ଥ ଭଗବାନପୁରର ପବିତ୍ର କୁମାର ଦାସ ରଘୁନାଥପୁର ନିକଟସ୍ଥ ଏକ କ୍ଷେତକୁ ଘାସ କାଟିବାକୁ ଯାଇଥିବା ବେଳେ ନବଜାତ ଶିଶୁର କାନ୍ଦ ଶୁଣିଥିଲେ।…