ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୧)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ହଁ, ମୁଁ ଠିକ୍ ସେଇୟା ହିଁ ଭାବୁଛି,” ଜର୍ଜ ନିଜକୁ ନିଜେ କହିଲା ଭଳି ଅନୁଚ୍ଚ ସ୍ୱରରେ ପ୍ରକାଶ କଲା । କିନ୍ତୁ ବିନା କିଛି ଉଚାରରେ ମ୍ୟାଥ୍ୟୁ ଅଲଗା ଆଡ଼କୁ ଚାହିଁ ରହିଲେ । ଏହି ସୁଯୋଗରେ କ୍ୟାପ୍ଟେନ୍ ନିଜ…