ନିଜ ସିଟ୍ରେ ପ୍ଲାଷ୍ଟିକ୍ ଗୁଡ଼ାଇ ଅସ୍ଥାୟୀ ବେଡ଼ କଲେ ମହିଳା ବିମାନଯାତ୍ରୀ, ଲୋକେ ଦେଖି ଆଶ୍ଚର୍ଯ୍ୟ
ବିମାନରେ ଯାତ୍ରା କରିବା ସମସ୍ତଙ୍କ ସ୍ୱପ୍ନ । ଯେଉଁମାନେ ଥରେ ଭ୍ରମଣ କରିଛନ୍ତି, ସେମାନେ କେବଳ ଥରେ ବିଜ୍ନେସ୍ କ୍ଲାସରେ ଯାତ୍ରା କରିବାକୁ ଚାହିଁଥାନ୍ତି । କାରଣ ବିଜ୍ନେସ୍ କ୍ଲାସର ସିଟ୍ଗୁଡ଼ିକ ବହୁତ ବଡ ଏବଂ ଏକ ସୋଫାର ଅନୁଭବ ଦେଇଥାଏ । ଏଥିରେ ଯାତ୍ରା କରିବା ଅତ୍ୟନ୍ତ ଆରାମଦାୟକ…