ଟ୍ରେନ ଦୁର୍ଘଟଣା: ଏସସିବିରେ ବିଭିନ୍ନ ରାଜ୍ୟର ୧୧୧ ଯାତ୍ରୀଙ୍କ ଚିକିତ୍ସା ଚାଲିଛି
କଟକ: ନିକଟରେ ବାଲେଶ୍ୱରର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାକୁ ଦେଶର ସବୁଠାରୁ ଭୟଙ୍କର ଦୁର୍ଘଟଣା ଭାବେ ରେକର୍ଡ କରାଯାଇଛି। ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି ଏବଂ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ସମେତ ବିଭିନ୍ନ…