ରେପୋ ରେଟ୍ ଅପରିବର୍ତ୍ତିତ, ଆପଣଙ୍କ ପକେଟ ଉପରେ କି ପ୍ରଭାବ ପକାଇବ ପଢ଼ନ୍ତୁ ଏହି ରିପୋର୍ଟ
ମୁମ୍ବାଇ: ତିନି ଦିନିଆ ମୁଦ୍ରାନୀତି କମିଟି ବୈଠକର ଫଳାଫଳକୁ ରିଜର୍ଭ ବ୍ୟାଙ୍କ ଆଜି ସାର୍ଜନୀନନ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, କ୍ରମାଗତ ଦ୍ୱିତୀୟ ବୈଠକ ପାଇଁ ସୁଧ ହାର ସ୍ଥିର ରଖାଯାଇଛି। ରେପୋ ରେଟ୍ ମଧ୍ୟ ଏଥର ୬.୫ ପ୍ରତିଶତରେ ସ୍ଥିର ରହିଛି।
ଏହିପରି, ଯଦି ଆପଣ…