Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡି  ୨ ବୋଝିଆ ଗୁରୁତର

ପୁରୀ:ଶ୍ରୀମନ୍ଦିରରେ ମହାପ୍ରସାଦ ବୁହାବେଳେ ଅଘଟଣ ।  ଭୋଗମଣ୍ଡପ ଘରୁ ପାଟଅଗଣା ଦେଇ ଆନନ୍ଦବଜାରକୁ ବୁହାଯାଉଥିଲା ମହାପ୍ରସାଦ ।   ଗୋଡ଼ ଖସି ଯିବାରୁ ବୋଝିଆଙ୍କ ଉପରେ ପଡିଗଲା ଗରମ ଡାଲି  ।   ଗୁରୁତର ହୋଇପଡିଛନ୍ତି ୨ ବୋଝିଆ । ସେମାନଙ୍କୁ  ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ବିଭିନ୍ନତା ମଧ୍ୟରେ ଏକତାର ଝଲକ ଦେଖାଇବ ନୂଆ ସଂସଦ ଭବନ; ରହିଛି ସବୁ ରାଜ୍ୟ ସଂସ୍କୃତି

ନୂଆଦିଲ୍ଲୀ: ରାତି ପାହିଲେ ଉଦଘାଟନ ହେବ ନୂଆ ସଂସଦ ଭବନ । ଏହି ନୂଆ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ରହିବ ସବୁ ରାଜ୍ୟ ପ୍ରତୀକ । ସମଗ୍ର ଦେଶର କଳା ସଂସ୍କୃତି ଓ ବିଶେଷତ୍ୱ ଏହି ସଂସଦ ଭବନରେ ଦେଖିବାକୁ ମିଳିବ । ମହାରାଷ୍ଟ୍ର…

ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଏସଏଚଜି ଫେଡେରେସନ; ମହିଳାଙ୍କୁ ଯୋଗାଇବ ଆର୍ଥିକ ସହାୟତା

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଏସଏଚଜି ଫେଡେରେସନ । ଏହି ଫଣ୍ଡ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଢ଼ାଞ୍ଚାରେ ଗଠନ ହେବ  । ଏହି ଫଣ୍ଡ ଦ୍ୱାରା ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏମିତି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ…

ନୂଆ ସଂସଦର ଆବଶ୍ୟକତା ନ ଥିଲା, ସେଠାକୁ ଯିବା ବେକାର-ନୀତିଶ କୁମାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦ ଭବନ ଉଦଘାଟନ କରିବେ । ଏହାକୁ ନେଇ ରାଜନୀତି ତେଜୁଛି । କଂଗ୍ରେସ ସମେତ ୨୧ ରାଜନୈତିକ ଦଳ ଏହି ଉଦଘାଟନ ସମାରୋହକୁ ବୟକଟ କରିଛନ୍ତି । ବିରୋଧୀଙ୍କ ଦାବି ଯେ, ଦେଶର ସଂସଦ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟିତ ହେବା ଉଚିତ ।…

ତାତିରୁ ମିଳିବ ଆଶ୍ୱସ୍ତି, ଲାଗି ରହିବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ଲାଗି ରହିବ । ପ୍ରଭାବରେ ତାତି ମଧ୍ୟ କମିବ । ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ପାଖାପାଖି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସହ…

ବର୍ଷିଲେ ବିଜୟ, କହିଲେ ନବ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରିନି ବାସ୍ତବ ତଦନ୍ତ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଥିସହ ପ୍ରେସ୍ ଇସ୍ତାହାର ଜାରି କରି ଗୋପାଳ ବ୍ୟକ୍ତିଗତ ରାଗ ପାଇଁ ନବଙ୍କୁ ଗୁଳି କରିଥିବା ଓ ସେ ପାଗଳ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ…

ରଥଯାତ୍ରା ସମୟରେ ମରାମତି ହେବ ଶ୍ରୀଜୀଉଙ୍କ ରତ୍ନ ପଲଙ୍କ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ପଲଙ୍କର ମରାମତି କରାଯିବ । ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ସିଂହଦ୍ୱାରର ରୂପା ଛାଉଣୀ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରତ୍ନ ପଲଙ୍କ ମରାମତି ଓ ସିଂହଦ୍ୱାରର…

ନୀତି ଆୟାେଗ ବୈଠକ: ଯୋଗ ଦେଲେନି ନବୀନ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଛି ନୀତି ଆୟୋଗର ଅଷ୍ଟମ ଗଭର୍ଣ୍ଣିଂ କାଉନସିଲର ବୈଠକ । ନୂଆ କନଭେନସନ ସେଣ୍ଟରରେ ଚାଲିଥିବା @୨୦୪୭:ଟିମ ଇଣ୍ଡିଆର ଭୂମିକା ଶୀର୍ଷକ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ୧୦ ରାଜ୍ୟର…

କ୍ୟାବିନେଟ୍ ସମ୍ପ୍ରସାରଣ କଲେ ସିଦ୍ଦରମୈୟା, ମନ୍ତ୍ରୀ ଭାବେ ଶପଥ ନେଲେ ୨୪ ଜଣ

ବେଙ୍ଗଳୁରୁ: କର୍ଣ୍ଣାଟକରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି । ଶନିବାର ହୋଇଥିବା କ୍ୟାବିନେଟ୍ ସମ୍ପ୍ରସାରଣରେ କଂଗ୍ରେସ ନେତା ଏଚକେ ପାଟିଲ୍, କୃଷ୍ଣା ଗୌଡ଼ା କର୍ଣ୍ଣାଟକର ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨୨…

ଉଚ୍ଚଶିକ୍ଷା ବିଭାଗର କଡା କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା

ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗରେ କଡା କାର୍ଯ୍ୟାନୁଷ୍ଠାନ । ବନ୍ଦ ହେଲା ୨୨୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା । ଏଥିସହିତ ମୁଖ୍ୟ କିରାଣୀ ଓ କିରାଣୀଙ୍କର ମଧ୍ୟ ଦରମା ବନ୍ଦ କରାଯାଇଛି ।  କାର୍ଯ୍ୟରେ ଅବହେଳା ଯୋଗୁଁ ଏପରି କାର୍ଯ୍ୟାନୁଷ୍ଠାନ ବିଭାଗ ପକ୍ଷରୁ ନିଆଯାଇଛି । ମିଳିଥିବା ଖବର…