ନୂଆ ସଂସଦ ଭବନ ଉଦ୍ଘାଟନକୁ ବିରୋଧୀଙ୍କ ବୟକଟ; ଶାହ କହିଲେ ନିଜ ନିଜର ବିଚାରଧାରା, ଆମେ କିନ୍ତୁ ମସସ୍ତଙ୍କୁ ଡାକିଛୁ
ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବିରୋଧୀ ବୟକଟ୍ କରିବା ନେଇ ଘୋଷଣା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦର୍ଶିତା ପ୍ରମାଣ ବୋଲି ଶାହ…