Latest Odisha News

BREAKING NEWS

୯ ବର୍ଷ ପରେ ଭୁଲ୍ ବୁଝିପାରି ଜୋରିମାନା ସହିତ ଭଗବାନଙ୍କ ଚୋରି ସାମଗ୍ରୀ ଫେରାଇଲା ଚୋର

ଭୁବନେଶ୍ୱର: ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଚୋର ଭୁବନେଶ୍ୱର ନିକଟସ୍ଥ ଏକ ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାରକୁ ପୁଣିଥରେ ଫେରାଇ ଦେଇଛନ୍ତି। ଚୋରି କରିଥିବା ସମସ୍ତ ନୋଟ୍  ତାସାଙ୍ଗକୁ ଜରିମାନା ସହିତ ଫେରାଇ ଦେଇଛନ୍ତି। ଏପରି କାମକୁ ନେଇ ଏବେ ସମସ୍ତଙ୍କୁ ବିସ୍ମିତ କରିଛି। ଏହାକୁ…

ସମୀର ଓ୍ୱାଙ୍ଖଡେଙ୍କ ଉପରେ ସିବିଆଇର ନଜର, କ’ଣ କହିଲେ ତାଙ୍କ ପତ୍ନୀ?

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡୁଆ ବଢୁଛି। ଏନସିବି ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକ ସମୀରଙ୍କ ବିରୋଧରେ ଦୁର୍ନୀତି ମାମଲାରେ ସିବିଆଇ ଏକ ଏଫଆଇଆର ରୁଜୁ କରିଛି। ସମୀର ୱାଙ୍ଖଡେଙ୍କ ସମେତ ୫…

କିନ୍ନରଙ୍କ କାହାଣୀକୁ ନେଇ ନିର୍ମିତ ହେଲା ଓଡ଼ିଆ ଫିଲ୍ମ ‘ଟି’ : ଟ୍ରେଲର ରିଲିଜ୍‌

ଭୁବନେଶ୍ୱର: ଟ୍ରାନ୍ସଜେଣ୍ଡରଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଫିଲ୍ମ ‘ଟି' । ଏଥିରେ ଜିତେଶ କୁମାର ପରିଡ଼ା ନିର୍ଦ୍ଦେଶନା ଦେଇଛନ୍ତି । ଅଭିନେତା ଦେବାଶିଷ ସାହୁ ମେଘନା ସାହୁ ଚରିତ୍ରରେ ନଜର ଆସିବେ । ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ…

ରାସ୍ତା କଡ଼ରେ ବିକ୍ରି ହେଉଛି ମ୍ୟାଙ୍ଗୋ ଅଣ୍ଡା ଆମ୍‌ଲେଟ୍ : ଖାଇବାକୁ ଲୋକଙ୍କ ଭିଡ଼

ଆଜିକାଲି ସୋସିଆଲ ମିଡିଆରେ ଅଜବ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଭିନ୍ନ ଭିନ୍ନ ଖାଦ୍ୟର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳେ । କେହି ଚକୋଲେଟ୍ ମୋମୋସ୍‌, ଗୁପ୍‌ଚୁପ୍ ପ୍ରସ୍ତୁତ କରନ୍ତି ତ ଆଉ କିଏ ଅଜବ ଆଇସ୍‌କ୍ରିମ୍ ପ୍ରସ୍ତୁତ କରିଥାନ୍ତି । ଏବେ ଜଣେ ରାସ୍ତାକଡ଼ର ଉଠାଦୋକାନୀ ମ୍ୟାଙ୍ଗୋ…

ଖଟିଆର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦିନ ଥିଲା ଝୋଟରେ ପ୍ରସ୍ତୁତ ଖଟିଆ ପ୍ରତ୍ୟେକଙ୍କ ଘର ଅଗଣାରେ ଦେଖିବାକୁ ମିଳୁଥିଲା । ହେଲେ ଏବେ ଏହା କାଁ ଭାଁଙ୍କ ଘରେ ଦେଖିବାକୁ ମିଳୁଛି । ଏହି ଖଟିଆ ସାଧାରଣତଃ ରାସ୍ତା କଡ଼ରେ ମିଳିଯାଇଥାଏ,ଯାହାର ମୂଲ୍ୟ ବି ବହୁତ କମ୍ ଥାଏ । ହେଲେ ଏବେ ଏହି ଖଟିଆ ଖୁବ୍ ଚର୍ଚ୍ଚାରେ ଅଛି ।…

ବୟଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇ ହଟହଟା ହେଲେ ଗର୍ଲଫ୍ରେଣ୍ଡ: ହୋଟେଲରୁ ଖାଦ୍ୟ ପାର୍ସଲ ନେଇ ପ୍ରେମିକ ଫେରାର

ଯଦି କୌଣସି ବ୍ୟକ୍ତି କାହା ସହିତ ପ୍ରଥମ ଡେଟରେ ଯାଆନ୍ତି, ସେ ବହୁତ ଉତ୍ସାହିତ ହୋଇପଡ଼ନ୍ତି । ଏବେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ପ୍ରଥମ ଥର ଭେଟିବାକୁ ଯାଇ ଖାଦ୍ୟ ପାର୍ସଲ କରି ନେଇ ଚମ୍ପଟ ମାରିଥିଲେ । ହେଲେ ଏହାର ବିଲ ଦେଖି ଚକିତ ହୋଇପଡ଼ିଲେ ଗର୍ଲଫ୍ରେଣ୍ଡ । ଏହି ଘଟଣା ବିଷୟରେ ଝିଅଟି…

ନିର୍ବନ୍ଧରେ ପରିଣୀତିଙ୍କ ଜୋତାକୁ ନେଇ ଚର୍ଚ୍ଚା: ଦାମ୍ ବହୁତ କମ୍

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କର ନିର୍ବନ୍ଧ ହୋଇଯାଇଛି । ନୂଆଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ଏହା ଆୟୋଜିତ ହୋଇଥିଲା । ତେବେ ରାଘବ ଓ ପରିଣୀତିଙ୍କ ଯୋଡ଼ିକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ଯଦି…

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଦାବି, ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ସୋମବାର ଦିନ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୦୨୨ ଅକ୍ଟୋବର ୧୫ରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ…

ସୋଆକୁ ନୂଆଦିଲ୍ଲୀରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏଚ୍‌ଆର୍ ଇଣ୍ଡିଆ ନ୍ୟାସ୍‌ନାଲ୍ ଏଚ୍‌ଆର୍ କନ୍‌ଫରେନ୍ସରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ…

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ୧୦ ଦିନିଆ ସମର୍‌ କ୍ୟାମ୍ପ ଉଦ୍‌ଯାପିତ

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ରବିବାର ଉଦ୍‌ଯାପିତ ହୋଇଯାଇଛି । ମେ ୫ ତାରିଖରେ ସୋଆ କ୍ୟାମ୍ପସ-୨…