ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରାର ଅନ୍ୟତ୍ତମ ସେବକ ଭାବରେ ଆଜି ଆଲୋଚନା କରିବା "ଆସ୍ଥାନ ପ୍ରତିହାରୀ (ପଢ଼ିଆରୀ )ଙ୍କ କଥା। ଆଗରୁ ଆମେ ଜାଣିଥିଲେ ପ୍ରତିହାରୀମାନେ ଦ୍ୱାରପାଳ ସେଵା…