ଝିଅକୁ ଧରି ପାର୍କରେ ବୁଲିଲେ ପ୍ରିୟଙ୍କା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ପ୍ରିୟଙ୍କାଙ୍କ ହଲିଉଡ୍ ସିରିଜ୍ ‘ସିଟ୍ଡେଲ୍\' ଏପ୍ରିଲ ୨୮ ତାରିଖରେ ଓଟିଟି ପ୍ଲାଟଫର୍ମ ମୁକ୍ତିଲାଭ କରିଛି । ଏଥିରେ ତାଙ୍କର ଅଭିନୟଙ୍କୁ ଲୋକେ ବେଶ ପ୍ରସନ୍ଦ କରିଛନ୍ତି । ଏହି ସମୟରେ ପ୍ରିୟଙ୍କା…