ଭାଷା ଭାଗବତ : ଏହି ଦୁରବସ୍ଥା
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ନଦୀ ପିଏନି ନିଜ ଜଳ
ଗଛ ଖାଏନି ନିଜ ଫଳ
ଫୁଲ ଶୁଂଘେନି ନିଜ ବାସ
ସୂର୍ଯକୁ ଅଲୋଡ଼ା ପ୍ରକାଶ
ପାରସ୍ପରିକ ନିର୍ଭରତା
ଯୋଗୁଁ ସଂଭବ ବିଶ୍ବ ସତ୍ତା
ସଭିଏଁ କରୁଥାଂତି ଦାନ
ତେଣୁ ତ ରହିଛି ଜୀବନ
ସ୍ବୟଂଚାଳିତ ଯେଣୁ ବାୟୁ…