Latest Odisha News

BREAKING NEWS

ଦି କେରଳ ଷ୍ଟୋରୀ: ନୂତନ ଟିଜରରେ ବଡ ଧରଣର ପରିବର୍ତନ

ମୁମ୍ବାଇ: ସୁଦୀପ୍ତୋ ସେନଙ୍କ ଦି କେରଳ ଷ୍ଟୋରୀର ଟ୍ରେଲର ରିଲିଜ ହେବା ପରେ ବିବାଦର ସୂତ୍ରପାତ ହୋଇଛି । ଏହାର ରୁମ ଟାଙ୍କୁରା ଟ୍ରେଲର ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି । ଲଭ ଜିହାଦ ଜାଲରେ ପଡି ୩୨ ହଜାର ମହିଳା ଧର୍ମ ପରିବର୍ତନ କରି ମୁସଲମାନ ହୋଇଥିବା ଉଲ୍ଲେଖ କରାଯିବା ପରେ…

ହେଲିକପ୍ଟରରେ ପିଟି ହେଲା ଗୁଡ଼ି, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶିବକୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ସଭାପତି ଡି.କେ ଶିବକୁମାରଙ୍କ ହେଲିକପ୍ଟର ମଙ୍ଗଳବାର ଅପରାହ୍ନରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରର କକପିଟ୍ ୱିଣ୍ଡୋ ସହିତ ଏକ ଗୁଡ଼ି ସହ ବାଡେଇ ହୋଇଯିବାରୁ ଧକ୍କା ହୋଇଥିଲା। ଏହା ପରେ…

ମୋଦୀଙ୍କୁ ଟାର୍ଗେଟ କଲେ, ୨୦୨୪ ପାଇଁ ବିରୋଧୀ ଏକତାର ବାର୍ତ୍ତା ଦେଲେ ମମତା

କୋଲକାତା: ବିରୋଧୀ ଦଳ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ୨୦୨୪ ନିର୍ବାଚନରେ ​​ବିଜେପି କ୍ଷମତାକୁ ତୃତୀୟ ଥର ପାଇଁ ଆସିପାରିବ ନାହିଁ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ…

ପ୍ରଥମ ଥର ପାଇଁ ଏସିଆ କପ ନିମନ୍ତେ ଯୋଗ୍ୟତା ଅର୍ଜନ କଲା ନେପାଳ

କାଠମାଣ୍ଡୁ: ଏସିଆ କପ ୨୦୨୩ ପାଇଁ ପ୍ରଥମ ଥର ନିମନ୍ତେ ନେପାଳ କ୍ରିକେଟ ଟିମ ଯୋଗ୍ୟତା ଅର୍ଜନ କରିଛି । ମଙ୍ଗଳବାର କାଠମାଣ୍ଡୁ ତିଭୂବନ ୟୁନିଭରସିଟି ଇଂଟରନ୍ୟାଶନାଲ କ୍ରିକେଟ ଗ୍ରାଉଣ୍ଡରେ ନେପାଳ ୭ ୱିକେଟରେ ୟୁଏଇକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଗୁଲଶନ ଝା ୮୪ ବଲରେ ୬୭ ରନର…

ଚୋରକୁ ଗୋଡାଉଥିବା ବେଳେ ଧକ୍କା ଦେଲା ଡମ୍ପର, ୩ ମୃତ

ସୁନ୍ଦରଗଡ: ବିଲେଇମୁଣ୍ଡା ଛତାବର ନିକଟରେ ଦୁର୍ଘଟଣା, ୩ ମୃତ। ଟ୍ରଲର ଧକ୍କାରେ ଏକ ସଂସ୍ଥାର ୨ କର୍ମଚାରୀଙ୍କ ସମେତ ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ସୋମବାର ରାତିରେ ସୁନ୍ଦରଗଡର ହେମାଗିରି ପୋଲିସ୍ ସୀମା ଅନ୍ତର୍ଗତ ବିଲେଇମୁଣ୍ଡା ନିକଟରେ ଘଟିଥିଲା ଏହି ସଡକ ଦୁର୍ଘଟଣା। ମୃତ ବ୍ୟକ୍ତିଙ୍କ ନାମ…

ମଣିଷ ପାଲଟିଗଲା କୁକୁର: ପାଣି ପରି ଖର୍ଚ୍ଚ କଲେ ଟଙ୍କା

ଜାପାନ: ସମସ୍ତଙ୍କର ସଉକ ଭିନ୍ନ ଭିନ୍ନ ରହିଥାଏ । ଆଉ କିଛି ଲୋକ ନିଜ ସଉକକୁ ପୂରଣ କରିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ଜାପାନର ଏମିତି ଜଣେ ଯୁବକ ନିଜ ସଉକକୁ ପୂରଣ କରିବାକୁ ଯାଇ ନିଜକୁ କୁକୁର ବନାଇ ଦେଇଛନ୍ତି । ଏଥିଲାଗି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି…

୧୯ ବର୍ଷ ପରେ ବଦଳିବ ବୋଟ୍ ନିୟମ, ଚିଲିକାରେ ଖୁବଶୀଘ୍ର ଚାଲିବ ସୋଲାର ବୋଟ୍

ଭୁବନେଶ୍ୱର: ଚିଲିକାର ଜଳ ରାଶିରେ ଚାଲିବ ସୋଲାର ବୋଟ୍ । ବୋଟ୍ ସେବାକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଚିଲିକାର ନୀଳ ଜଳ ରାଶିରେ ସୋଲାର ବୋଟ୍ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ କରିବେ । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ, ତୈଳ ଇନ୍ଧନ ପରିଚାଳିତ ମୋଟର ବୋଟ୍ ସ୍ଥାନରେ ସୋଲାର…

୪୦ ବର୍ଷ ହେଲା କେଶ କାଟି ନାହାନ୍ତି ବ୍ୟକ୍ତି, ଏବେ ଲୋକେ ଡ଼ାକୁଛନ୍ତି ଜଟିଆ ବାବା

ଭୋପାଳ : ଦୁନିଆରେ ଅନେକ ଲୋକଙ୍କ ଭିନ୍ନ ଭିନ୍ନ ରୁଚି ଥାଏ । କେହି କାର, ଘର କିଣିବାକୁ ଭଲ ପାଆନ୍ତି ତ ଆଉ କେହି ବିଦେଶ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ସେମିତି କେହି କେହି ଖେଳିବାକୁ ଭଲ ପାଉଥିବା ବେଳେ ଆଉ କେହି ବିଭିନ୍ନ ପଶୁ ପାଳିବାରେ ରୁଚି ରଖନ୍ତିି । କିନ୍ତୁ, ଏପରି ଜଣେ ବ୍ୟକ୍ତି…

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜିତ ହେବ ସବ ଜୁନିୟର ଜାତୀୟ ଚାମ୍ପିୟନଶିପ

ରାଉରକେଲା: ହକି ବିଶ୍ୱକପ ଓ ଏଫଆଇଏଚ ପ୍ରୋ ଲିଗର ସଫଳ ଆୟୋଜନ ପରେ ଏବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ୧୩ତମ ଜାତୀୟ ଜୁନିୟର ଚାମ୍ପିୟନଶିପ ।ସର୍ବାଧିକ ଦର୍ଶକ ବସି ପାରୁଥିବା ଏହି ଷ୍ଟାଡିୟମରେ ସବ ଜୁନିୟର ମହିଳା (ମେ ୪ରୁ ୧୪) ଓ ପୁରୁଷ (ମେ ୧୮ରୁ ୨୮ )ଉଭୟ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶୀର୍ଷରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିକ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ଏକ ନମ୍ବର ସ୍ଥାନ ହାସଲ କରିଛି । ଭାରତ ୨୫ ମ୍ୟାଚରେ ୩୦୩୧ ରେଟିଂ ପଂଏଟ ପାଇଛି । ଏଥିସହ ଓଭରାଲ ୧୨୧ ପଂଏଟ ସହ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ୧୧୬ ପଂଏଟ ସହ ଦ୍ୱିତୀୟ…