Latest Odisha News

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କର୍ଣ୍ଣାଟକବାସୀଙ୍କ ସମସ୍ୟା ବୁଝ, ନିଜ କଥା କୁହନି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଳି ମନ୍ତବ୍ୟକୁ ନେଇ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି। ପ୍ରଧାନମନ୍ତ୍ରୀଙ୍କୁ କିଏ କେତେଥର ଗାଳି କରିଛି ସେ କଥା ମୋଦି ମନେ ରଖିଥିବା ବେଳେ ଲିଷ୍ଟ ହୋଇଛି। କିନ୍ତୁ ଲୋକଙ୍କ ସମସ୍ୟା ସଂପର୍କୀତ ଲିଷ୍ଟ ନାହିଁ…

ରାଜ୍ୟ ସରକାରଙ୍କ ଓବିସି ସର୍ଭେକୁ ପ୍ରହସନ କହିଲା ବିଜେପି, ଜବାବ ରଖିଲେ ମନ୍ତ୍ରୀ ସାରକା

ଭୁବନେଶ୍ୱର: ଓଡ଼ିଶା ସରକାର ସାରା ରାଜ୍ୟରେ ଓବିସି ସର୍ଭେ ଆରମ୍ଭ କରିଛନ୍ତି। ତେବେ ଭାରତୀୟ ଜନତା ପାର୍ଟି ଏହାକୁ ଏକ ପ୍ରହସନ ବୋଲି କହିଛି। ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଦାବି କରିଛନ୍ତି ଯେ, ବିଜେଡି ନେତୃତ୍ୱାଧୀନ ସରକାର ଏବେ ସୁଦ୍ଧା ଲୋକଙ୍କୁ ଲାଭ ଦେବା ପାଇଁ ଆଗ୍ରହ…

କର୍ଣ୍ଣାଟକରେ ବିଜେପି ଦେବ କ୍ଷୀର, କଂଗ୍ରେସର ପୁରୁଣା ପେନସନ !

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ସହ ଆରମ୍ଭ ହୋଇଛି ଇସ୍ତାହାର ଲଢେଇ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ହେଭିୱେଟମାନେ ପ୍ରଚାର କରୁଥିବା ବେଳେ କଂଗ୍ରେସର ରାହୁଲ ଓ ପ୍ରିୟଙ୍କା ପ୍ରଚାର ମଙ୍ଗ ଧରିଛନ୍ତି। ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ବର୍ଷୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ…

ଏଆର ରେହମାନଙ୍କ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କଲା ପୋଲିସ

ପୁଣେ: ଓସ୍କାର ବିଜେତା ଗାୟକ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଏଆର୍ ରେହମାନଙ୍କ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କଲା ପୋଲିସ । ଏଆର୍ ରେହମାନ ମହାରାଷ୍ଟ୍ରର ପୁଣେରେ ଏକ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟ କରିଥିଲେ । କିନ୍ତୁ ପୁଣେ ପୋଲିସ ଏଥିରେ ହସ୍ତକ୍ଷେପ କରି ଏହି କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରି…

ମାଆ କାଳୀଙ୍କୁ ମର୍ଲିନ ମୁନରୋଙ୍କ ରୂପ ସହ ଶେୟାର କରି ସମାଲୋଚିତ ହେଲା ୟୁକ୍ରେନ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧରେ ଭାରତ ନିରପେକ୍ଷ ରହିଛି । ତେବେ ଏହା ସତ୍ୱେ ୟୁକ୍ରେନ ଏ ଭଳି କାଣ୍ଡ ରଚିଛି ଯାହାକୁ ନେଇ ସେମାନଙ୍କୁ ସମାଲୋଚିତ ହେବାକୁ ପଡିଛି । ୟୁକ୍ରେନ ଡ୍ରୋନ ମାଧ୍ୟମରେ କ୍ରିମିଆର ୧୦ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଯୋଗୁ ଆକାଶ ଧୂଆଁମୟ…

ଶିମିଳିପାଳ ଅଭୟାରଣ୍ୟରେ ବାଘ ବାଘ ଲଢେଇରେ ବାଘର ମୃତ୍ୟୁ!

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଦକ୍ଷିଣ ଜୋନରେ ଏକ ବିରଳ ପ୍ରଜାତି କଳାବାଘର ରବିବାର ମୃତ୍ୟୁ ହୋଇଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶୀଲ କୁମାର ପୋପଲି ସୋମବାର ସୂଚନା ଦେଇଛନ୍ତି। ମୃତ ବାଘଟି ରୟାଲ ବେଙ୍ଗଲ ଟାଇଗର ବା ମହାବଳ ବାଘ । ମୃତ୍ୟୁର ପ୍ରକୃତ…

ଗୋମାତାଙ୍କୁ ଛପନ ଭୋଗ ପ୍ରଦାନ କଲେ ମହିଳା

ବିହାର: ପ୍ରଭୁ ଜଗନ୍ନାଥଙ୍କୁ ଛପନ ଭୋଗ ଅର୍ପଣ କରିବା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ବିହାରରେ ଗୋ ମାତାକୁ ଛପନ ଭୋଗ ଅର୍ପଣ କରାଯାଇଛି । ଏବେ ଭାବୁଥିବେ ଗୋ ମାତାର ଭକ୍ତ କିଏ ? କିଏ ଏହା କରୁଛି ? ବାସ୍ତବରେ, ପୂର୍ବ ଚମ୍ପାରାନର ମାରୱାଡ଼ି ଯୁବ ମଞ୍ଚର ମହିଳାମାନେ ଗୋ ମାତାକୁ ଛପନ ଭୋଗ…

ଏସିଆ କପ ବାତିଲ ହେବା ନେଇ ଭବିଷ୍ୟବାଣୀ କଲା ପାକିସ୍ତାନ ଗଣମାଧ୍ୟମ

କରାଚୀ: ଚଳିତ ବର୍ଷ ସେପ୍ଟମ୍ବରରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପ କ୍ରିକେଟ ବାତିଲ ହୋଇପାରେ ବୋଲି ସେଠାକାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହା ବଦଳରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୫ଟି ଦେଶକୁ ନେଇ ଏକ ଟୁର୍ଣ୍ଣାମେଂଟ ଆୟୋଜନ କରିବ । ପାକିସ୍ତାନ ବ୍ୟତୀତ ଏସିଆର ଅନ୍ୟ…

ସଲମାନଙ୍କ ସୁରକ୍ଷା ସମ୍ପର୍କୀତ ବୟାନ ନେଇ କଟାକ୍ଷ କଲେ କଙ୍ଗନା

ମୁମ୍ବାଇ: ସଲମାନ ଖାଁଙ୍କ ସୁରକ୍ଷା ସମ୍ପର୍କୀତ ବୟାନ ନେଇ ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତ କଟାକ୍ଷ କରିଛନ୍ତି । ସେ କହିଛନ୍ତି ସଲମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରୁ ସୁରକ୍ଷା ମିଳୁଛି । ଦେଶ ସୁରକ୍ଷିତଙ୍କ ହାତରେ ରହିଛି । ଆପଣ…

ଆସନ୍ତା ସପ୍ତାହରେ ବାତ୍ୟା ସମ୍ଭାବନା: ସୂଚନା ଦେଲେ ବରିଷ୍ଠ ପାଣିପାଗ ବିଜ୍ଞାନୀ

ଭୁବନେଶ୍ୱର:ଆସନ୍ତା ୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ସମ୍ଭବନା ଥିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।  ଏନେଇ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟପକ୍ଷେ ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜାସନ…