ମଲା ମାଛ ପେଟରୁ ବାହାରିଲା ଜୀବନ୍ତ ମାଛ, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ
ସୋସିଆଲ ମିଡ଼ିଆରେ ଏମିତି ଅଜବ ଭିଡ଼ିଓ ଦେଖିବାକୁ ମିଳେ, ଯାହାକୁ ଆଖି ବି ବିଶ୍ୱାସ କରିପାରେ ନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଟେବୁଲ ଉପରେ ଗୋଟିଏ ବଡ଼ ମାଛ ରଖାଯାଇଛି । ଟେବୁଲ ଚାରିପାଖରେ…