ମିଶନ ୨୦୨୪: ପିସିସି ଗଢ଼ିଲା ନୂଆ ଟିମ୍, ମୋକିମ ପରିଚାଳନା କମିଟି ସଦସ୍ୟ
ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ତିଆରି କଲା ନୂଆ ଟିମ୍ । ଗତବର୍ଷ ମେ ମାସରେ ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ନୂଆ ଟିମ୍ ଗଢାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ବିଳମ୍ବରେ ହେଉ ପଛେ ଏକ ବଡ଼ ଟିମ୍ ତିଆରି କରିଛନ୍ତି। ଯେଉଁଥିରେ…