Latest Odisha News

BREAKING NEWS

ସଂକ୍ରମଣ ସହ ତାଳ ଦେଇ ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା; ଦିନକରେ ୩୮ ମୃତ୍ୟୁ

ନୂଆଦିଲ୍ଲୀ: ଦୈନିକ କୋଭିଡ୍ ମାମଲାରେ ଆଜି ପୁଣି ବଢ଼ିଲା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦,୫୪୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସଂକ୍ରମିତ ସଂଖ୍ୟାକୁ ତାଳ ଦେଇ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୂଚନା…

ଭାରତରେ ହେବାକୁ ଥିବା ବିଶ୍ୱ ବୌଦ୍ଧ ସମ୍ମିଳନୀକୁ ଆସିବେ ୩୦ ଦେଶ, ହେଲେ ଆସିବନି ଚୀନ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୨୦ ଓ ୨୧ ତାରିଖ ଦୁଇ ଦିନ ଦିଲ୍ଲୀରେ ବିଶ୍ୱ ବୌଦ୍ଧ  ସମ୍ମିଳନୀ(ଗ୍ଲୋବାଲ ବୁଦ୍ଧିଷ୍ଟ ସବମିଟ୍) ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତ ଏକାଧିକ ଦେଶକୁ ନିମନ୍ତ୍ରଣ କରିଥିଲା। ହେଲେ ଚୀନ ଏହି ସମ୍ମିଳନୀରେ ଯୋଗ ଦେବ ନାହିଁ ବୋଲି ସୂଚନା ମିଳିଛି।…

ପୁଣି ୨୪ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ବନ୍ଦ; କେତେକ ସ୍ଥାନରେ ସାମାନ୍ୟ କୋହଳ

ସମ୍ବଲପୁର: ସମ୍ବଲପୁରରେ ଉତ୍ତେଜନା ଥମିନି । ହନୁମାନ ଜୟନ୍ତୀ ହିଂସା ପ୍ରତିବାଦରେ ଆଜି  ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ସମେତ ୧୪ଟି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦକୁ ବିଜେପି ମଧ୍ୟ ସମର୍ଥନ କରିଛି । ତେଣୁ…

ଆଫଗାନିସ୍ତାନରେ କାମ କରିବ ନାହିଁ ଜାତିସଂଘ, ମେ ମାସ ସୁଦ୍ଧା ବନ୍ଦ କରିଦେବ ଅଫିସ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆଉ କାମ କରିବା ନାହିଁ ଜାତିସଂଘ। ସେଠାରୁ ନିଜର ସମସ୍ତ ଅଫିସ ବନ୍ଦ କରିଦେବ ବୋଲି ଚେତାବନୀ ଦେଇଛି। ଯଦି ତାଲିବାନ ମହିଳାଙ୍କ ପାଇଁ ଭେଦଭାବ ବନ୍ଦ ନକରେ ମହିଳା କର୍ମୀଙ୍କୁ ସଂସ୍ଥା ପାଇଁ କାମ କରିବାକୁ ଅନୁମତି ନ ଦିଏ ତେବେ 'ମେ' ମାସ ସୁଦ୍ଧା ଦେଶରୁ ଓହରି…

ଦିଲ୍ଲୀ ବଜାର ବୁଲି ଗୁପଚୁପ, ତରଭୁଜର ମଜା ନେଲେ ରାହୁଲ; କଂଗ୍ରେସ କହିଲା ‘ମୋହବତ କି ସରବତ’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ରାହୁଲ ଯେତେଯେତେ ବିବାଦରେ ଫସୁଛନ୍ତି ବା ଫସାଯାଉଛି ସେତେ ତାଙ୍କର ଲୋକପ୍ରିୟତା ବଢୁଛି । ଅନ୍ୟପକ୍ଷେ ରାହୁଲ ବି ଏହି ମୌକାକୁ ହାତଛଡା କରୁନାହାନ୍ତି । ଏବେ ତାଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳୁଛି…

ବିଲ୍‌କିସ୍‌ଙ୍କ ଦୁଷ୍କର୍ମକାରୀଙ୍କୁ ସଜା ପୂର୍ବରୁ ଛାଡି ଦେବା ଘଟଣା: ଗୁଜରାଟ ସରକାଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ରାଜ୍ୟ ସରକାର ୧୧ ଜଣଙ୍କୁ ସଜା ପୂର୍ବରୁ ଛାଡି ଦେବା ଘଟଣାକୁ ସୁପ୍ରିମକୋର୍ଟରେ ଗତବର୍ଷ ନଭେମ୍ବର ମାସରେ ଚ୍ୟାଲେଞ୍ଜ କରିଥିଲେ ପୀଡ଼ିତା ବିଲକିସନ ବାନୁ। ଗତକାଲି (ଏପ୍ରିଲ ୧୮) କୋର୍ଟ ଏହାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ତାଗିଦ୍ କରିଛନ୍ତି। କେଉଁ…

ଅତିଷ୍ଠ କରୁଛି ତାତି; ଦୁଇ ଦିନ ପାଇଁ ବନ୍ଦ ହେଲା ସ୍କୁଲ, ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: କଲବଲ କରୁଛି ତାତି । ପ୍ରବଳ ଗ୍ରୀଷ୍ମପ୍ରବାହରେ ଅତିଷ୍ଠ ରାଜ୍ୟବାସୀ । ଗତକାଲି ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ର ୪୦ ଉପରେ ଥିଲା । ଟ୍ୱିନ ସିଟିରେ ୪୨ ଅତିକ୍ରମ କରିଥିଲା । ଭୁବନେଶ୍ୱର ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ ଥିବାବେଳେ କଟକରେ ୪୨.୫ ଡିଗ୍ରୀ ଥିଲା ।…

ପଶ୍ଚିମ ଓଡ଼ିଶା ସମେତ ୧୪ ଜିଲ୍ଲାରେ ଭିଏଚପିର ବନ୍ଦ ଡାକରା; ସନ୍ଧ୍ୟାରେ ବିଜେଡିର ଶାନ୍ତି ଶୋଭାଯାତ୍ରା

ସମ୍ବଲପୁର/ସୁବର୍ଣ୍ଣପୁର:ହନୁମାନ ଜୟନ୍ତୀରେ ହିଂସାକାଣ୍ଡକୁ ନେଇ ତେଜୁଛି ପଶ୍ଚିମଓଡ଼ିଶା ରାଜନୀତି । ଘଟଣାର ପ୍ରତିବାଦରେ ଆଜି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡକରାକୁ ସମର୍ଥନ ଜଣାଇଛି ଭାରତୀୟ ଜନତା ପାର୍ଟି । ବନ୍ଦର…

ଭାଷା ଭାଗବତ : ଅନୁଭୂତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସ୍ବାନୁଭୂତିରୁ ଜାତ ସତ୍ୟ ଯୋଗୁଁ ସଭିଏଁ ଉପକୃତ ସବୁଠି ନ ହେଲେ ସଂପୃକ୍ତ ମୁକୁଳା ହୁଏ ସିଧା ପଥ ଅନ୍ୟ ଲୋକଂକ ମତାମତ ପଢ଼ି ନ ହେଲେ ବିଚଳିତ ଚିଂତା ହୋଇବ ବ୍ୟବସ୍ଥିତ ବ୍ୟକ୍ତି ବି ହେବ ସୁନିଶ୍ଚିତ ମଥାରେ ଭରି ଆବର୍ଜନା ସର୍ବଦା ହେଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା କରିବା ବା ତାଙ୍କରି ସେବକ ରୂପେ ନିଜକୁ ପ୍ରସ୍ତୁତ କରିବା ନିଶ୍ଚିତ ଭାବରେ ଏକ ଦୁର୍ଲଭ ଅନୁଭବ, ଆଉ ସେହି ଅନୁଭବକୁ ସାଉଁଟି ଆଜି ଯେଉଁ ସେବକମାନଙ୍କ କଥା ଆଲୋଚନା…