ଏନଆଇଟିରେ “ସ୍ମାର୍ଟ ସିଟି ନିର୍ମାଣରେ କୃତ୍ରିମ ବୁଦ୍ଧିମତାର ଭୂମିକା” ଉପରେ କର୍ମଶାଳା
ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକାଦଶ ଦିନରେ ଅନୁଷ୍ଠାନ ଦ୍ଵାରା ଆୟୋଜିତ ହୋଇଯାଇଛି ଏକ କର୍ମଶାଳା, “ସ୍ମାର୍ଟ ସିଟି ନିର୍ମାଣରେ କୃତ୍ରିମ ବୁଦ୍ଧିମତାର ଭୂମିକା” ବିଷୟ ଉପରେ।
ରାଉରକେଲା ଓ ବଣ୍ଡାମୁଣ୍ଡା ସ୍ଥିତ କେନ୍ଦ୍ରୀୟ…