୬୮ ହଜାର ଟପିପାରେ ସୁନା
ନୂଆଦିଲ୍ଲୀ : ପୁଣି ଗ୍ରାହକଙ୍କୁ ଲାଗିପାରେ ଝଟ୍କା । ବଢ଼ିପାରେ ସୁନା ଦର । ୬୮ ହଜାର ଛୁଇଁପାରେ ସୁନା । ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୁନା ଦାମ୍ ୬୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏନେଇ ଏଲ୍କେପି ସିକ୍ୟୁରିଟିଜ୍ ନାମକ ଏକ ସଂସ୍ଥା ଆକଳନ କରିଛି ।…