ଦିନେ ବ୍ରିଟେନ୍ରେ ସୂର୍ଯ୍ୟ ଅସ୍ତ ହେଉନଥିଲା; ଆଜି ଖଣ୍ଡ ଖଣ୍ଡ ହେବାରେ ଲାଗିଛି ବିଶାଳ ସାମ୍ରାଜ୍ୟ, ୩୦୦ ବର୍ଷର…
ନୂଆଦିଲ୍ଲୀ: ଗ୍ରେଟ୍ ବ୍ରିଟେନ୍। ଦିନେ ଏହି ଦେଶରେ ସୂର୍ଯ୍ୟ ଅସ୍ତ ହେଉନଥିଲା। ଅର୍ଥାତ ଏହାର ସାମ୍ରାଜ୍ୟ ଏତେ ବଡ଼ ଥିଲା ଯେ ପୃଥିବୀର ଅଧିକାଂଶ ଦେଶ ଏହାର ଶାସନରେ ଥିଲେ। ବ୍ରିଟେନ୍ ଶାସନାଧିନ ଥିବା ଗୋଟିଏ ଦେଶରେ ସୂର୍ଯ୍ୟ ଅସ୍ତ ହେଲେ ଅନ୍ୟ ଏକ ଦେଶରେ ଉଦୟ ହେଇଯାଉଥିଲା। ଏଥିପାଇଁ…