ଦକ୍ଷିଣ ଆମେରିକା ଦେଶ ଇକୁଆଡରରେ ଶକ୍ତିଶାଳି ଭୂମିକମ୍ପ; ୧୩ ମୃତ, ଭାଙ୍ଗିଲା, ଘର, ସ୍କୁଲ ଓ ହସ୍ପିଟାଲ୍
ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶ ଇକୁଆଡର ଓ ଉତ୍ତର ପେରରୁ ଶକ୍ତିଶାଳି ଭୂମିକମ୍ପରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଏଠାରେ ୬.୮ ତୀବ୍ରତାର ଭୂମିକମ୍ପ ଝଟ୍କା ଲାଗିଥିଲା। ଫଳରେ ଦେଶରେ ଅନେକ ସ୍କୁଲ୍, ମେଡିକାଲ ଓ ଘର ଭାଙ୍ଗିଯାଇଥିଲା। ଏହାପରେ ଦେଶର ଉଦ୍ଧାର କାର୍ଯ୍ୟ ଜାରି ରହିଛି।…