ମହିଳା ସଂରକ୍ଷଣ ମୁଦ୍ଦା: ୧୩ ବିରୋଧୀ ନେତାଙ୍କୁ ଭେଟିଲେ କେସିଆରଙ୍କ ଝିଅ, ବିଜେଡି ନିରବ
ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ବୁଧବାର ମହିଳା ସଂରକ୍ଷଣ ବିଲ୍ ଉପରେ ଏକ ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଥିଲେ। ସଂସଦର ବଜେଟ୍ ଅଧିବେଶନରେ ଏହାକୁ ପାରିତ କରିବା ପାଇଁ ୧୩ଟି ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଦାବି କରିଥିଲେ।
ବୈଠକରେ…