ମେଲବୋର୍ଣ୍ଣ:ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ ଅପରାଜେୟ ରହିଥିଲେ ମଧ୍ୟ ଶେଷ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି । ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ରନର୍ସଅପ ହୋଇଛି ।
୧. ଚାମ୍ପିୟନ:(ପୁରସ୍କାର ରାଶି ୧ମିଲିୟନ ଡଲାର)
୨. ରନର୍ସଅପ: ଭାରତ (୫୦୦,୦୦୦ ଡଲାର)
୩.ପ୍ଲେୟାର ଅଫ ଦି ଫାଇନାଲ: ଆଲିସା ହୀଲେ (ଅଷ୍ଟ୍ରେଲିଆ)
୪.ପ୍ଲେୟାର ଅଫ ଦି ଟୁର୍ନାମେଂଟ: ବେଥ ମୁନୀ (ଅଷ୍ଟ୍ରେଲିଆ)
୩.ସର୍ବାଧିକ ଉଇକେଟ ହାସଲକାରୀ: ମେଘନା ସ୍କଟ (ଅଷ୍ଟ୍ରେଲିଆ)
୪.ସର୍ବାଧିକ ରନ ସଂଗ୍ରହ: ଆଲିସା ହୀଲେ (୨୩୬ରନ)
୫.ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମହିଳା ମୁକାବିଲାରେ ସର୍ବାଧିକ ଦର୍ଶକ ଉପସ୍ଥିତ (୮୬,୧୭୪)
BREAKING NEWS
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
- ୨୩ଟି ଦେଶରେ ବ୍ୟାପିଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଭାରତ ଉପରେ ଏହାର ପ୍ରଭାବ ରହିଛି କି?
- Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
Comments are closed.