Latest Odisha News

BREAKING NEWS

ଲିଙ୍ଗଗତ ସମାନତାକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ମାନବ ଶୃଙ୍ଖଳା

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦୁନିଆରେ ଲିଙ୍ଗଗତ ସମାନତାକୁ ନେଇ ମାନବ ଶୃଙ୍ଖଳା ଜରିଆରେ ସନ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ଅନ୍ତର୍ଜାତୀୟ ଦିବସର ବିଷୟ ହେଉଛି- ମୁଁ ହେଉଛି ପୀଢ଼ିର ସମାନତା: ମହିଳାଙ୍କ ଅଧିକାରକୁ ଅନୁଭବ କରୁଛି (ଆଇ ଏମ୍ ଜେନେରେସନ ଇକ୍ୱାଲିଟି: ରିଅଲାଇଜିଙ୍ଗ ୱିମେନ୍ସ ରାଇଟ୍ସ) । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଲିଙ୍ଗ, ଆୟୁ, ଜାତି, ଧର୍ମ ଓ ଦେଶର ଲୋକଙ୍କୁ ଏକ ସଙ୍ଗରେ ଆଣିବାର ଅଛି । ଯଦ୍ୱାରା ଲିଙ୍ଗଗତ ସମାନତା ଦୁନିଆର ନିର୍ମାଣ ହେବ ।

Leave A Reply

Your email address will not be published.