Latest Odisha News

ଚୁମ୍ବକରେ ଆଇସିସି ମହିଳା ଟି୨୦ ବିଶ୍ୱକପ

ମେଲବୋର୍ଣ୍ଣ:ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ ଅପରାଜେୟ ରହିଥିଲେ ମଧ୍ୟ ଶେଷ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି । ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ରନର୍ସଅପ ହୋଇଛି ।
୧. ଚାମ୍ପିୟନ:(ପୁରସ୍କାର ରାଶି ୧ମିଲିୟନ ଡଲାର)
୨. ରନର୍ସଅପ: ଭାରତ (୫୦୦,୦୦୦ ଡଲାର)
୩.ପ୍ଲେୟାର ଅଫ ଦି ଫାଇନାଲ: ଆଲିସା ହୀଲେ (ଅଷ୍ଟ୍ରେଲିଆ)
୪.ପ୍ଲେୟାର ଅଫ ଦି ଟୁର୍ନାମେଂଟ: ବେଥ ମୁନୀ (ଅଷ୍ଟ୍ରେଲିଆ)
୩.ସର୍ବାଧିକ ଉଇକେଟ ହାସଲକାରୀ: ମେଘନା ସ୍କଟ (ଅଷ୍ଟ୍ରେଲିଆ)
୪.ସର୍ବାଧିକ ରନ ସଂଗ୍ରହ: ଆଲିସା ହୀଲେ (୨୩୬ରନ)
୫.ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମହିଳା ମୁକାବିଲାରେ ସର୍ବାଧିକ ଦର୍ଶକ ଉପସ୍ଥିତ (୮୬,୧୭୪)

Leave A Reply

Your email address will not be published.