Latest Odisha News

BREAKING NEWS

ବିଶ୍ୱକୁ ୧ ବିଲିୟନ୍‌ ଡୋଜ କରୋନା ଟିକା ଦେଇପାରେ G7

ଲଣ୍ଡନ: ବିଶ୍ବକୁ ୧ ବିଲିୟନ୍‌ ଡୋଜ କରୋନା ଟିକା ଦେଇପାରେ G7। ଏ ନେଇ ବ୍ରିଟେନ ପକ୍ଷରୁ ଘୋଷଣା କରାଯାଇଛି।

ଦକ୍ଷିଣ-ପଶ୍ଚିମ ଇଂଲଣ୍ଡରେ G7 ଶିଖର ସମ୍ମିଳନୀ ଆୟୋଜନ କରୁଥିବା ବ୍ରିଟେନ ଆହୁରି ମଧ୍ୟ କହିଛି ଯେ ଆସନ୍ତା ବର୍ଷ ମଧ୍ୟରେ ଏହା ଅତି କମରେ ୧୦୦ ନିୟୁତ ସରପ୍ଲସ୍ ଡୋଜ ଦାନ କରିବ।

ଗ୍ରୁପ୍ ଅଫ୍ ସେଭେନ୍ ହେଉଛି କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକାକୁ ନେଇ ଏକ ଧନୀ ଗଣତାନ୍ତ୍ରିକ ରାଷ୍ଟ୍ରର ଏକ ସଂଗଠନ।

Comments are closed.