Latest Odisha News

BREAKING NEWS

୨୨ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଗିରଫ

କୋରାପୁଟ: ପୁଣି ଜବତ ହେଇଛି ଗଞ୍ଜେଇ । ଚଢାଉ ବେଳେ ପ୍ରାୟ ୨୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । କୋରାପୁଟ ଲମତାପୁଟ ନକଟରେ ଥିବା ସଗର ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି ।

ଚାଲାଣ ବେଳେ ଖବରପାଇଁ ମାଛକୁଣ୍ଡ ପୁଲିସ ଅତର୍କିତ ଚଢାଇ କରିଥିଲା । ଆନ୍ଧ୍ର ସୀମାନ୍ତ ପାଡେର ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଚୋରାଚାଲାଣ କରାଯାଉଥିଲା । ଖବର ପାଇଁ ମାଛକୁଣ୍ଡ ପୁଲିସ ୨ଟି ଗାଡିରୁ୨କ୍ୱିଣ୍ଟାଲରୁ ଅଧିକ ଚଢାଉ କରି ସମସ୍ତ ଗଂଜେଇ ଜବତ କରିଛି ।

ଗଂଜେଇର ଆନୁମାନିକ ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ । ତା ସହିତ ୭ଟି ମୋବାଇଲ ଫୋନ୍ ସହ ୪ଜଣଙ୍କୁ ଗିରଫ ମଧ୍ୟ କରିଛି ପୁଲିସ୍ ।

Leave A Reply

Your email address will not be published.