ଗଞ୍ଜାମ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପଦକ୍ଷେପ ନେଲାଣି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ କୋଭିଡ ହସପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ପିପିଇ କିଟ୍ ପିନ୍ଧି ଏମକେସିଜି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଗଂଜାମ ଜିଲ୍ଲା ପ୍ରଶାସନ । ଏମକେସିଜିରେ କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏହାସହ ଅମ୍ଳଜାନର ଅଭାବ ନଥିବା ମଧ୍ୟ ଜିଲ୍ଲାପାଳ କହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ୧୬୧ ଜଣ କରୋନା ଆକ୍ରାନ୍ତ ।
BREAKING NEWS
- ସ୍ୱାଧୀନତାର ୮୦ ବର୍ଷ: କ୍ରୀଡ଼ା କ୍ଷେତ୍ରରେ ଭାରତର ଐତିହାସିକ ସଫଳତା ଓ ବିଶ୍ୱସ୍ତରୀୟ ଯାତ୍ରା
- ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ତ୍ରିଷା: ବାପାମାଆଙ୍କ ସହ ବସିବା ପରେ ପୁଣି ଚର୍ଚ୍ଚାରେ ପ୍ରେମ ସମ୍ପର୍କ!
- ଖୋଲିଲା ରେଙ୍ଗାଲି ଡ୍ୟାମର ଆଉ ଏକ ଗେଟ୍
- ରାତି ଅଧରେ ସର୍କିଟ ହାଉସ୍ ଛାଡ଼ିବାକୁ ନିର୍ଦ୍ଦେଶ: ସୁରକ୍ଷା ନେଇ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଲେ ମହୁଆ ମୋଇତ୍ର
- ୧୨ ଘଣ୍ଟା ମଧ୍ୟରେ ଇଣ୍ଡୋନେସିଆରେ ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ
- ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ
- ଜାତୀୟ ସଂଗୀତକୁ ଅପମାନ ଅଭିଯୋଗ: ବିଜେପି-କଂଗ୍ରେସ ମୁହାଁମୁହିଁ, ଦୃଷ୍ଟି ହଟାଇବାକୁ ବିଜେପିର ଚକ୍ରାନ୍ତ ବୋଲି କହିଲେ ବିରୋଧୀ
- ଗାଲେ ଟେଷ୍ଟ: ଦେବଦତ୍ତଙ୍କ ପ୍ରଥମ ଶତକ, ଭାରତ ୨୮୮/୨
- ମହାପ୍ରଭୁଙ୍କ ଦର୍ଶନ ସମୟରେ ଅସୁସ୍ଥ ହେଲେ ଶ୍ରଦ୍ଧାଳୁ; ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର
- ଭାରତର ପ୍ରିୟ ବନ୍ଧୁ ରୁଷିଆ, ପାକ୍ର ଚୀନ୍: ଆମେରିକୀୟ ସଂସ୍ଥାର ସର୍ଭେରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

Comments are closed.