କୋଦଳା: ବୁଧବାର ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୂଲାଙ୍ଗେ ଅଚାନକ ପରିଦର୍ଶନ କରିଛନ୍ତି। କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି କିଛି ସମୟ ସେଠାରେ ଉପସ୍ଥିତ ରହି ଜିଲ୍ଲାପାଳ ବିଭିନ୍ନ ଦୋକାନ ବଜାର ସଫେଇ, ମାସ୍କ ପିନ୍ଧିବା , ସାମାଜିକ ଦୂରତା ଆଦି ତଦାରଖ କରିଥିଲେ ।ଏନଏସି ତରଫ ରୁ କରୋନାସଂକ୍ରମଣ ସମ୍ପର୍କରେ ମାଇକ ପ୍ରଚାର ଗାଡି ବୁଲୁଥିବା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ଜିଲ୍ଲାପାଳ । ପରେ ପରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର (MCC),ବର୍ଯ୍ୟବସ୍ତୁ ପୁନରୁଦ୍ଧାର ସୁବିଧାଗ୍ରୁହ(MRF )ପରିଦର୍ଶନ କରି ଖୁସି ବ୍ୟକ୍ତ କରିବା ସହ ସ୍ଥାନୀୟ ପ୍ରଶାସନ କୁ ସାବାସୀ ଦେଇଥିଲେ । ପରିଶେଷରେ ନିର୍ବାହି ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ସହିତ ବିସ୍ତ୍ରୁତ ଆଲୋଚନା କରି କବିସୂର୍ଯ୍ୟନଗର ଅଭିମୁଖେ ଯାଇଥିଲେ ଜିଲ୍ଲାପାଳ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.