Latest Odisha News

ଯାଜପୁରରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର

ଯାଜପୁର : ଗ୍ୟାସ ଟାଙ୍କିର ପାଇପକୁ ସଜାଡୁଥିବା ବେଳେ ଫାଟିଲା ଟାଙ୍କି । ଗୋଟିଏ ପରିବାରର ୫ ଗୁରୁତର । ଘଟଣାଟି ଘଟିଛି ଯାଜପୁର ଖାଇରାବାଦ କାଳିନ୍ଦ୍ରାବାଦ ଗାଁରେ । ଗୁରୁତର ପାଞ୍ଚ ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.