Latest Odisha News

BREAKING NEWS

Browsing Tag

Gas Cylinder Blast

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜଣେ ମୃତ ଓ ୩ ଜଣ ଆହତ

ଝାରସୁଗୁଡ଼ା: କାରଖାନାରେ ଫାଟିଲା ୱେଲ୍‌ଡିଂ ଗ୍ୟାସ୍‌ ସିଲିଣ୍ଡର । ବିସ୍ଫୋରଣରେ ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଭୋର ସମୟରେ ଏହି ଅଘଟଣ ଘଟିଛି । କାରଖାନାର…

ଫାଟିଲା ଗ୍ୟାସ୍ ଟାଙ୍କି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ନୟାଗଡ଼: ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଥିରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବିରିଡିହ ଗାଁରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ…

ଯାଜପୁରରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର

ଯାଜପୁର : ଗ୍ୟାସ ଟାଙ୍କିର ପାଇପକୁ ସଜାଡୁଥିବା ବେଳେ ଫାଟିଲା ଟାଙ୍କି । ଗୋଟିଏ ପରିବାରର ୫ ଗୁରୁତର । ଘଟଣାଟି ଘଟିଛି ଯାଜପୁର ଖାଇରାବାଦ କାଳିନ୍ଦ୍ରାବାଦ ଗାଁରେ । ଗୁରୁତର ପାଞ୍ଚ ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।