ବେଜିଂ: ଚୀନ ବୁଧବାର ଦୃଢ଼ତା ସହକାରେ କହିଛି ଆମେ କରୋନା ଭାଇରସ (କୋଭିଡ-୧୯)ର ପ୍ରତିଷେଧକ ଟୀକା ବାହାର କରିଛୁ । ଖୁବ୍ ଶୀଘ୍ର ଏହାର ପ୍ରୟୋଗ ଆରମ୍ଭ ହେବ ବୋଲି ସ୍ଥାନୀୟ ଏକ ଟେଲଭିଜନ ରିପୋର୍ଟ ପ୍ରକାଶ କରିଛି । ପ୍ରାୟ ଏକ ମାସ ଧରି ଲିବେରେଶନ ଆର୍ମିର ମେଡିକାଲ ଷ୍ଟାଫ ଆକ୍ଳାନ୍ତ ପରିଶ୍ରମ କରି ଏହାକୁ ବାହାର କରିଛନ୍ତି ବୋଲି ମେଜର ଶେନ ୱେଇ କହିଛନ୍ତି ।
ସେ ଉପରୋକ୍ତ ମେଡିକାଲ ଟିମର ମୁଖ୍ୟ । ରିପୋର୍ଟ ମୁତାବକ ସାର୍ସ ଓ ଇବୋଲା ପରି ମାରାତ୍ମକ ଭାଇରସରୁ ବଂଚିବା ଏହି ଟିମ୍ ପ୍ରତିଷେଧକ ଟୀକା ବାହାର କରିଥିଲା । ଏହି ଟିମରେ ୨୬ ବିଶେଷଜ୍ଞ, ୫୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଓ ୫୦୦ ଅଭିଜ୍ଞ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ତେବେ ଏହି ରିପୋର୍ଟର ସତ୍ୟତା କେତେ ତାହା ସ୍ପଷ୍ଟ ହୋଇ ନାହିଁ ।
BREAKING NEWS
- କୁମିଂ ଅପରେସନ ବେଳେ SOG ଯବାନ ଗୁରୁତର
- ଚୋରା ଚାଲାଣ ବେଳେ ୪୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ
- ବିମାନବନ୍ଦରରୁ ଉଚ୍ଛେଦ ହେବେ CRPF ଯବାନ
- Weather Update: ଜାରି ରହିବ କାଳବୈଶାଖୀ ପ୍ରଭାବ: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଜାରି ରହିବ ଇରାନ-ଆମେରିକା ଯୁଦ୍ଧ, ବନ୍ଦ ପ୍ରସ୍ତାବକୁ ପ୍ରତ୍ୟାଖାନ
- Ratna Bhandar: ପ୍ରଥମଦିନର ଗଣତି ମଣତି ପ୍ରକ୍ରିୟା ଶେଷ,ଅଳଙ୍କାର ବିଷୟରେ ସୂଚନା ନଦେବା ପାଇଁ ନିର୍ଦ୍ଦେଶ
- India not a dalal nation:”ଆମେ ପାକିସ୍ତାନ ପରି ଦଲାଲ ହୋଇପାରିବୁ ନାହିଁ”
- Jagannath Temple: ଶ୍ରୀମନ୍ଦିର ଉପରେ ଚକ୍କର କାଟିଲା ୨ଟି ଡ୍ରୋନ୍ ;୨ ଅଟକ
- କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
- ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ
Comments are closed.