Latest Odisha News

BREAKING NEWS

ଗୋ-ଏୟାର ପକ୍ଷରୁ ଭୁବନେଶ୍ୱର-ଚେନ୍ନାଇ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚେନ୍ନାଇକୁ ନଭେମ୍ବର ୧୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ଗୋ-ଏୟାର ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏହି ବିମାନ ଚେନ୍ନାଇ ବିମାନ ବନ୍ଦରରୁ ଦିନ ୧୧ଟା ୦୫ମି.ରୁ ବାହାରି ୧୨ଟା ୫୦ମି. ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏଥିସହିତ ଭୁବନେଶ୍ୱରରୁ ଦିନ ୧ଟା ୨୦ମି.ରୁ ବିମାନ ଛାଡିବ ଏବଂ ପ୍ରାୟ ଅପରାହ୍ନ ୩ଟା ୦୫ମି. ସୁଦ୍ଧା ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବ।

ଅନ୍ୟପକ୍ଷରେ ଆସନ୍ତା ଗୁରୁବାର ଠାରୁ ଟିକେଟ୍ ବୁକିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.