Latest Odisha News

BREAKING NEWS

Gold Silver Price: ନୂତନ ବର୍ଷର ପ୍ରଥମ ଦିନରେ ବଢିଲା ସୁନା ମୂଲ୍ୟ, ଆଶ୍ବସ୍ତି ଦେଲା ରୂପା..

ଭୁବନେଶ୍ୱର: ନୂଆ ବର୍ଷର ଆରମ୍ଭରୁ ପୁଣି ଚିନ୍ତା ବଢାଇଲା ସୁନା ଦର । ନୂତନ ବର୍ଷର ପ୍ରଥମ ଦିନରେ ସୁନା ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ ୨୪ କ୍ୟାରେଟ୍‌ ସୁନାର ୧୦ଗ୍ରାମ ମୂଲ୍ୟ ୧ ଲକ୍ଷ ୩୫ ହଜାର ୬୦ ଟଙ୍କାରେ ପହଞ୍ଚିଛି, ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଲକ୍ଷ ୨୩ ହଜାର ୮୦୦ ଟଙ୍କା ରହିଛି ।

ସେହିଭଳି ରୂପା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି । କିଲୋଗ୍ରାମ ପ୍ରତି ୨ ଲକ୍ଷ ୫୬ ହଜାର ରହିଛି । ଆଜି ୧୦୦୦ ଟଙ୍କା ହ୍ରାସ ପାଇଛି ରୂପା ଦର ।

ଅନ୍ୟପଟେ, ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୩୫ ହଜାର ୬୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୨୩ ହଜାର ୮୦୦ ଟଙ୍କା ରହିଛି ।

Leave A Reply

Your email address will not be published.